Public App Logo
Jansamasya
Jharkhand
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
Agra
Breaking
Aimim
Railway
Biharnews
Jodhpur
Fatehpur
Kanganaranaut
Amitshah
Meerut
Fire
Jhansi
Rain

ସମ୍ବଲପୁର ମ୍ୟୁନିସିପାଲଟି: ବିକାଶ ହସ୍ପିଟାଲରେ ସଡକ ସାର୍ଥି କାର୍ଯ୍ୟକ୍ରମ ଅନୁଷ୍ଠିତ, ସମ୍ବଲପୂର ଏସପି ମୁକେଶ କୁମାର ଭାମୁ ରଖିଲେ ନିଜ ପ୍ରତିକ୍ରିୟା

Sambalpur M, Sambalpur | Apr 26, 2025
ଆଜି ସମ୍ବଲପୂର ସହରର ବିକାଶ ହସ୍ପିଟାଲରେ ସଡକ ସାର୍ଥି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସହରରେ ନିୟୋଜିତ ଥିବା ଟ୍ରାଫିକ ପୋଲିସଙ୍କ ପାଇ ମାଗଣା ସ୍ଵାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି।ଏହି ଅବସରରେ ଏସପି ମୁକେଶ କୁମାର ଭାମୁ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିଶେଷକରି ଟାଣ ଖରା ହେଉକି ବର୍ଷା ଓ ଶୀତରେ ଟ୍ରାଫିକ ପୋଲିସ ଡ୍ୟୁଟି କରୁଛନ୍ତି । ଏଭଲି ସ୍ଥିତିରେ ଅନେକଙ୍କ ସ୍ବାସ୍ଥ୍ୟ ସମସ୍ୟ ରହୁଛି।‌ତେଵେ ସମ୍ବଲପୁର ପୋଲିସ ସହୟତାରେ ସହରର ବିକାଶ ହସ୍ପିଟାଲରେ ଏହି କାର୍ଯ୍ୟକ୍ରମ ଅବସରରେ ଏକ ସ୍ଵାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି।

MORE NEWS

ସମ୍ବଲପୁର ମ୍ୟୁନିସିପାଲଟି: ବିକାଶ ହସ୍ପିଟାଲରେ ସଡକ ସାର୍ଥି କାର୍ଯ୍ୟକ୍ରମ ଅନୁଷ୍ଠିତ, ସମ୍ବଲପୂର ଏସପି ମୁକେଶ କୁମାର ଭାମୁ ରଖିଲେ ନିଜ ପ୍ରତିକ୍ରିୟା - Sambalpur M News