Public App Logo
Jansamasya
Bareilly
Bcci
Agra
Breaking
Aimim
Railway
Bsf
Fatehpur
Meerut
Raebareli
Kashmir
���ाकिस्तान
Trending
���िवाद
Bengal
���खिलेश
���ारतीय
���ोगी_आदित्यनाथ
Faridabad
Arvindkejriwal
Jajpur
���ोधपुर
Nagaur
Rahul
Indianews
New_delhi
Crpf
Viralvideo
Latestnews

ସମ୍ବଲପୁର ମ୍ୟୁନିସିପାଲଟି: ହିନ୍ଦୁ ଆକ୍ରୋଶ ରେଲି ଆୟୋଜନ ଉପରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ସମିର ରଞ୍ଜନ ବାବୁ

Sambalpur M, Sambalpur | Apr 26, 2025
ହନୁମାନ ଜୟନ୍ତୀ ସମନ୍ୱୟ ସମିତି ପକ୍ଷରୁ ହିନ୍ଦୁ ଆକ୍ରୋଶ ରେଲି ଆୟୋଜନ ଉପରେ ଆଜି ହନୁମାନ ଜୟନ୍ତୀ ସମନ୍ୱୟ ସମିତିର ସହ ସଂଯୋଜକ ସମୀର ରଞ୍ଜନ ବାବୁ ନିଜ ପ୍ରତିକ୍ରିୟା ରଖିଛନ୍ତି।ସେ କହିଛନ୍ତି ଯେ ହିନ୍ଦୁଙ୍କ ସୁରକ୍ଷା ସହ ମୁର୍ଶିଦାବାଦ ଓ ପହଲଗାମ ଅଘଟଣକୁ ନେଇ ସମିତି ପକ୍ଷରୁ ରେଲି ଆୟୋଜିତ ହେବ।ଏହି ଘଟଣାକୁ କଠୋର ଶବ୍ଦରେ ନିନ୍ଦା କରାଯାଇ ସମନ୍ଵୟ ସମିତି ପକ୍ଷରୁ ହିନ୍ଦୁ ଆକ୍ରୋଶ ରେଳି ଆୟୋଜନ କରାଯାଇ ଜିଲ୍ଲାପାଳ କାର୍ଯ୍ୟାଳୟଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ ବୋଲି ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସେ ସୁଚନା ଦେଇଛନ୍ତି।

MORE NEWS