ଟିଟିଲାଗଡ: ଘୁସୁରାମୁଣ୍ଡା ଅଙ୍ଗନବାଡ଼ି ପାଚିକା ନିଯୁକ୍ତି ବିବାଦ: ଜିଲାପାଳଙ୍କ ଦ୍ୱାରସ୍ଥ ଆଦିବାସୀ ସଂଘ
ବଲାଙ୍ଗିର ମୁରିବାହାଲ ବ୍ଲକ ଘୁସୁରାମୁଣ୍ଡା ଅଙ୍ଗନବାଡ଼ିରେ ପାଚିକା ନିଯୁକ୍ତି ନେଇ ଅନିୟମିତତା ଅଭିଯୋଗ। ସମାଧାନ ପାଇଁ ଜିଲାପାଳଙ୍କୁ ଭେଟିଲେ ଆଦିବାସୀ କଲ୍ୟାଣ ସଂଘ। ୭ ଦିନରେ ଦାବି ପୂରଣ ନ ହେଲେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉର ଚେତାବନୀ।