#ବବି_ଙ୍କୁ_ରାକ୍ଷୀ_ବାନ୍ଧିଲେ_ଭଉଣୀ
ପବିତ୍ର ରକ୍ଷା ବନ୍ଧନ,ଏଥି ପାଇଁ ପ୍ରତି ଭାଇ ହାତରେ ରାକ୍ଷୀ ବାନ୍ଧେ ଭଉଣି। ଏହି ଅବସରରେ ଯାଜପୁର ର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ଅନେକ ମହିଳା। ଆଜି ସକାଳୁ ମହିଳା ମାନେ ବାବଳପୁର ସ୍ଥିତ ବାସଭବନ ରେ ମହିଳା ମାନେ ଧିପ,ଦୀପ ଦେଇ ବନ୍ଦନା କରିବା ପରେ ବବି ଙ୍କ ଗ।ହାତରେ ରାକ୍ଷୀ ବାନ୍ଧି ଥିଲେ। ଏହି ଅବସରରେ ବବି ମଧ୍ୟ ସମସ୍ତ ଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଥିଲେ।
#ରକ୍ଷାବନ୍ଧନ #ରାକ୍ଷୀ #lntvnetwork #jajpurnnews #jajourkhabar #aeiodisha
Bhubaneswar M Corp, Khordha | Aug 27, 2026