କେନ୍ଦୁଝର ସଦର: କେନ୍ଦୁଝରରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ପାଇଁ ସଚେତନତା ରଥର ଶୁଭାରମ୍ଭ
କେନ୍ଦୁଝର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ବିଷୟରେ ଜନସଚେତନତା ସୃଷ୍ଟି ପାଇଁ ଟିପିଏନ୍ଓଡିଏଲ୍ ପକ୍ଷରୁ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ ବିଶାଲ ସିଂ ଏହାକୁ ପତାକା ଦେଖାଇ ଉଦଘାଟନ କରିଛନ୍ତି।