#ଏମଏମଡିଆର_ବିଲ୍କୁ_ନେଇ_କଂଗ୍ରେସର_ତୀବ୍ର_ବିରୋଧ
ଏମଏମଡିଆର ବିଲ୍ ଆଳରେ ଓଡ଼ିଶାର ଅମୂଲ୍ୟ ଖଣିଜ ସମ୍ପଦ ଓ ରାଜ୍ୟର ସ୍ୱାର୍ଥକୁ କ୍ଷୁଣ୍ଣ କରିବାର କୌଣସି ପ୍ରୟାସକୁ ଗ୍ରହଣ କରାଯିବ ନାହିଁ ବୋଲି କହିଲେ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ।
ସାମ୍ବାଦିକ ସମ୍ମିଳନୀରେ କାଡାମ କହିଛନ୍ତି, ଓଡ଼ିଶାର ମାଟି, ଜଳ, ଜଙ୍ଗଲ ଓ ଖଣିଜ ସମ୍ପଦ ଉପରେ ଓଡ଼ିଶାବାସୀଙ୍କ ନ୍ୟାୟସଙ୍ଗତ ଅଧିକାର ରହିଛି। ରାଜ୍ୟର ସ୍ୱାର୍ଥ ଓ ଲୋକଙ୍କ ଅଧିକାରର ସୁରକ୍ଷା ପାଇଁ କଂଗ୍ରେସର ଲଢ଼େଇ ଦୃଢ଼ତାର ସହ ଜାରି ରହିବ ବୋଲି ସେ କହିଛନ୍ତି।
📌 ଏମଏମଡିଆର ବିଲ୍କୁ ନେଇ କଂଗ୍ରେସର ଆଭିମୁଖ୍ୟ କଣ? ଜାଣନ୍ତୁ ସାମ୍ବାଦିକ ସମ୍ମିଳନୀରେ।
#MMDRBill #RamachandraKadam #Congress #Odisha #OdishaNews #Mining #MineralResources #KoraputNews #News11Odia