ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲିରେ ନୂତନ ଶ୍ରେଣୀଗୃହ ଉଦଘାଟନ ସହ ୪୮ତମ ସୁଭଦ୍ରା ସ୍ମୃତି ଦିବସ
ଅସୁରେଶ୍ୱର ସୁଭଦ୍ରା ମହତାବ ମହାବିଦ୍ୟାଳୟରେ ନୂତନ ଶ୍ରେଣୀଗୃହର ଉଦଘାଟନ ସହ ୪୮ତମ ସୁଭଦ୍ରା ସ୍ମୃତି ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସାଂସଦ ଭତୃହରି ମହତାବ ଓ ବିଧାୟକ ସାରଦା ପ୍ରଧାନ ଅତିଥି ଥିଲେ।