ସୁନ୍ଦରଗଡ ସହର: ଟାଉନ ଥାନା ପୋଲିସ ଦ୍ବାରା ଅରଣ୍ୟ ନଗର ରୁ ଜଣେ ସ୍କୁଟି ଚାଳକ ଙ୍କ ଠାରୁ ୯୦ ଲିଟର ମଦ ଜବତ ହୋଇଥିବା ସୂଚନା
Sundargarh Town, Sundargarh | Sep 13, 2025
ସୁନ୍ଦରଗଡ ଶନିବାର ଦିନ ୨ ଟା ସମୟର ସୂଚନା ଅନୁଯାୟୀ ଟାଉନ ଥାନା ପୋଲିସ ଦ୍ବାରା ଅରଣ୍ୟ ନଗର ରୁ ଜଣେ ସ୍କୁଟି ଚାଳକ ଙ୍କ ଠାରୁ ୯୦ ଲିଟର ଦେଶୀ ମଦ...