#ନିଯୁକ୍ତି_ଏବଂ_କ୍ଷତିପୂରଣ_ନଦେଇ_ପ୍ରତାରଣା_କରୁଛି_MCL ନନ୍ଦିରା ଜିଏମ୍ ଅଫିସ ଗେଟ୍ ସମ୍ମୁଖରେ ମହିଳାଙ୍କ ଧାରଣା। ଅଭିଯୋଗ ଅନୁଯାଇ ନତଡା ଗାଁ'ର ସ୍ୱାମୀ ପାଦୁକ ପ୍ରଧାନଙ୍କ ମୃତ୍ୟୁ ପରେ ନିଯୁକ୍ତି କିମ୍ବା କୌଣସି କ୍ଷତି ପୂରଣ ନଦେଇ ପ୍ରତାରଣା କରୁଛି MCL ' ଏହାର ପ୍ରତିବାଦ କରି କ୍ଷତି ପୂରଣ ଦାବିରେ ଧାରଣା ଦେଇଛନ୍ତି ପରିବାର ସଦସ୍ୟ। #angulexpress #anguldistrictadministration #anugul #talcher #MCL #CMOOdisha #MohanMajhi #Odisha