ରାଉରକେଲା ବନଖଣ୍ଡ ପକ୍ଷରୁ ଗଜ ରକ୍ଷା ଜନ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ ବିରମିତ୍ରପୁର ରେଞ୍ଜରେ ଆଜି ଅନୁଷ୍ଠିତ ହୋଇଥିଲା l ରାଉରକେଲା ଡ଼ିଏଫଓ ଯଶୋବନ୍ତ ସେଠିଙ୍କ ନିର୍ଦେଶ କ୍ରମେ ହାତିବାରୀ ହାଟ ଓ ନୂଆଗାଁ ହାଟଠାରେ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା ।ବିରମିତ୍ରପୁର ରେଞ୍ଜର ସୁଦେଷ୍ନା ଶୁଭଦର୍ଶିନୀ ପ୍ରଧାନ, ହାତିବାରୀ ଫରେଷ୍ଟର ସୁଶୀଲ କେରକେଟା,ଫରେଷ୍ଟ ଗାର୍ଡ ସବିତା ରଣା, ସ୍କ୍ୱାୱାଡ ଆକାଶ ଶେଖର ଦେଓ, ଗାଜସାଥି ପରମେ