Public App Logo
ବରଗଡ଼ ଜିଲ୍ଲା ପଦ୍ମପୁର ବନଖଣ୍ଡ ଅଧିନରେ ଦନ୍ତା ସମେତ ତିନୋଟି ହାତୀଙ୍କ ପଲ ବୁଲୁଥିବାରୁ ପଦ୍ମପୁର ସହର ଓ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଗତ ତିନି ଦିନ ଧରି ଏହି ହାତୀ ପଲ ପଦ୍ମପୁର ସହରର ଚତୁଃପାର୍ଶ୍ଵରେ ଘୁରି ବୁଲୁଥିଲେ ଗତକାଲି ସନ୍ଧ୍ୟାରେ ହାତୀ ମାନେ ପଦ୍ମପୁର ସହରରୁ ଘେଁସ ରେଞ୍ଜ ଆଡୁ କୁ ଯାଇଥିଲେ ସେଠାରୁ ସେମାନେ ଛତିଶଗଡ଼ କେ ଯାଇଛନ୍ତି ବୋଲି ବନ ବିଭାଗରୁ ଖବର ମିଳୁଛି । ଛତିଶଗଡ଼ ଅଞ୍ଚଳର ସହଜପାଣି ଅଞ୍ଚଳରେ ସେ ହାତୀ ମାନେ ଥିବା ସୂଚନା ମିଳୁଛି । - Bargarh News