Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी

ମାଇଁ ଭାରତ ଯାଜପୁରପକ୍ଷରୁ ଜିଲ୍ଲାରେ ସ୍ୱଚ୍ଛତା,,

Jajapur, Jajpur | Aug 15, 2026

MORE NEWS

#ମହାବିନାୟକ_ରେ_ଆସନ୍ତା_କାଲି_ତୃତୀୟ_ସୋମବାର_ବା_ସିଂହ_ସଂକ୍ରାନ୍ତି_ଥିବାରୁ_କାଉଡ଼ିଆ_ଭକ୍ତଙ୍କ_ଜନସମାବେଶ 
#mahabinayaktemple 
#Mahabinayak
#kaudea 
#AasMITAKHABAR

#ମହାବିନାୟକ_ରେ_ଆସନ୍ତା_କାଲି_ତୃତୀୟ_ସୋମବାର_ବା_ସିଂହ_ସଂକ୍ରାନ୍ତି_ଥିବାରୁ_କାଉଡ଼ିଆ_ଭକ୍ତଙ୍କ_ଜନସମାବେଶ #mahabinayaktemple #Mahabinayak #kaudea #AasMITAKHABAR

Jajapur, Jajpur | Aug 16, 2026

BIG BREAKING 
#ଜାତୀୟ_ରାଜପଥର_ଓଭର_ବ୍ରିଜ୍_ତଳକୁ_ଖସିଲା_ଟ୍ରକ_ଚାଳକ_ଆହତ 
୧୬ ନମ୍ବର ଜାତୀୟ ରାଜପଥର ଓଭର ବ୍ରିଜ୍ ତଳକୁ ଖସିଲା ଏକ ଛଅ ଚକିଆ ଟ୍ରକ । ଏବେ ଏବେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ନିକଟସ୍ଥ ଗଣ୍ଠିଛକ ଓଭର ବ୍ରିଜ୍ ଉପରୁ ଦଶ ଫୁଟ୍ ତଳକୁ ଖସିଲା ଟ୍ରକ୍, ଖବର ପାଇ ଘଟଣା ସ୍ଥଳେ ବଡ଼ଚଣା ପୋଲିସ୍ ପହଞ୍ଚି ଆହତ ଚାଳକକୁ ଉଦ୍ଧାର କରି  ବଡ଼ଚଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଗାଡ଼ିର ନମ୍ୱର୍ OR 09E 6429 ଗାଡ଼ିଟି କଟକରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଜଣାପଡ଼ିଛି।
#RoadAcident 
#Truckaccident 
#NHAIAcident 
#Nh16
#Rescusbarchanapollice
#Jajpur
#Barchana
#Chandikhol
#AsmitaKhabar

BIG BREAKING #ଜାତୀୟ_ରାଜପଥର_ଓଭର_ବ୍ରିଜ୍_ତଳକୁ_ଖସିଲା_ଟ୍ରକ_ଚାଳକ_ଆହତ ୧୬ ନମ୍ବର ଜାତୀୟ ରାଜପଥର ଓଭର ବ୍ରିଜ୍ ତଳକୁ ଖସିଲା ଏକ ଛଅ ଚକିଆ ଟ୍ରକ । ଏବେ ଏବେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ନିକଟସ୍ଥ ଗଣ୍ଠିଛକ ଓଭର ବ୍ରିଜ୍ ଉପରୁ ଦଶ ଫୁଟ୍ ତଳକୁ ଖସିଲା ଟ୍ରକ୍, ଖବର ପାଇ ଘଟଣା ସ୍ଥଳେ ବଡ଼ଚଣା ପୋଲିସ୍ ପହଞ୍ଚି ଆହତ ଚାଳକକୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଗାଡ଼ିର ନମ୍ୱର୍ OR 09E 6429 ଗାଡ଼ିଟି କଟକରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଜଣାପଡ଼ିଛି। #RoadAcident #Truckaccident #NHAIAcident #Nh16 #Rescusbarchanapollice #Jajpur #Barchana #Chandikhol #AsmitaKhabar

Jajapur, Jajpur | Aug 12, 2026

Jajapur, Jajpur | Aug 12, 2026