କଟକ ସଦର: କଟକ ରେଳ ଷ୍ଟେସନରେ 'ରେଳ ଜନ ସଂବାଦ': ଯାତ୍ରୀଙ୍କ ସମସ୍ୟା ଶୁଣିଲେ ରେଳ ଅଧିକାରୀ
କଟକ ରେଳ ଷ୍ଟେସନରେ ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ହୋଇଛି 'ରେଳ ଜନ ସଂବାଦ' କାର୍ଯ୍ୟକ୍ରମ। ଯାତ୍ରୀଙ୍କ ସମସ୍ୟା ଓ ମତାମତ ଶୁଣିଲେ ଅତିରିକ୍ତ ମହାପ୍ରବନ୍ଧକ ବି କେ ମିଶ୍ର। ରେଳସେବାର ଉନ୍ନତି ପାଇଁ ଆଗାମୀ ଦିନରେ ନିଆଯିବ ଆବଶ୍ୟକ ପଦକ୍ଷେପ।