Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
2008sanjib
SMS News Bureau Lathikata ଲାଠିକଟା ଅଞ୍ଚଳରେ ତ୍ରିରଙ୍ଗା ଯାତ୍ରା ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଲାଠିକଟା ବ୍ଲକରେ ଆଜି ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଶ୍ରୀ ଦୁର୍ଗା ଚରଣ ତନ୍ତୀଙ୍କ ନେତୃତ୍ୱରେ ତ୍ରିରଙ୍ଗା ଯାତ୍ରାର ଆୟୋଜନ ହୋଇଥିଲା । ଏହି ଯାତ୍ରାରେ ଲାଠିକଟା ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ମାନସ ରଞ୍ଜନ ସାହୁଙ୍କ ସମେତ ଦଳର ବହୁ କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । #smsnewsnetwork #lathikata #lMLA #Durgacharantanti #TirangaYatra
Sundargarh Town, Sundargarh
| Aug 14, 2026
#smsnewsnetwork
#lathikata
#lmla
#durgacharantanti
#tirangayatra
MORE NEWS
ରାଉରକେଲା; UGIE ଆଲୁମିନା ଆସୋସିଏସନ୍ ର ଅନନ୍ୟ ଜ୍ଞାନ ଦ୍ବାର ଉଦ୍ୟାନ ଉଦଘାଟିତ। ଛାତ୍ରଛାତ୍ରୀ ଙ୍କ ସହ ଅତିଥି ଓ ଆଲୁମିନା କଲେ ବୃକ୍ଷରୋପଣ। #smsnewsnetwork #rourkela #UGIE #aluminio #plantation #mla #saradaprasadnayak #durgacharantanti #suvendupanda
Sundargarh Town, Sundargarh | Aug 16, 2026
SMS News Bureau Kansbahal ଅଗ୍ରସେନ ସ୍ପଞ୍ଜ ପ୍ରା ଲିଃ ଆନୁକୁଲ୍ୟରେ ପ୍ରତିବର୍ଷ ପରି ଚଳିତ ବର୍ଷ ମାଣ୍ଡିଆକୁଦର ଠାରେ କାଉଡିଆ ମାନଙ୍କୁ ସେବା ପ୍ରଦାନ କରାଯାଉଛି। ଏହି ଅବସରରେ ପ୍ରସାଦ, ପାଣି,ଚା ଓ ସ୍ବାସ୍ଥ୍ୟ ଶିବିର ର ସୁବିଧା ଉପଲବ୍ଧ କରାଯାଇଛି। ଏହି ସେବା ପ୍ରଦାନ ବେଳେ କଣ୍ଠଶିଳ୍ପୀ ଅନୀଲ ବାଓ୍ବରା ଙ୍କ ଦ୍ଵାରା ପ୍ରସ୍ତୁତ ଭଜନ ଲାଇଭ୍ ଆପଣଙ୍କ ସମ୍ମୁଖରେ ଉପସ୍ଥାପିତ।
Sundargarh Town, Sundargarh | Aug 16, 2026
ରାଉରକେଲା; BMS ସମର୍ଥିତ RIKKS ର ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ। ସତ୍ୟ ସଭାପତି ଓ ସଞ୍ଜୀବ ସାଧାରଣ ସମ୍ପାଦକ #smsnewsnetwork #rourkela #BMS #RIKKS #SAIL #RSP #sector4
Sundargarh Town, Sundargarh | Aug 16, 2026
SMS News Bureau Rourkela **ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ଵାରା ବିଭିନ୍ନ ଅଞ୍ଚଳ ପରିଦର୍ଶନ ସହ ସ୍ଥିତି ସମୀକ୍ଷା* *ମହିଳାଙ୍କୁ ସ୍ୱାବଲମ୍ବୀ କରି ଗଢ଼ିବା ପାଇଁ ସହାୟତା ସାମଗ୍ରୀ ବଣ୍ଟନ* *କାହ୍ନାକୁଣ୍ଡ ହେବ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ* ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଉପଲକ୍ଷେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ସହିତ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହିତ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ। ଏହି ପରିଦର୍ଶନ ସମୟରେ ସେ ଜନସାଧାରଣଙ୍କ ସୁବିଧା ଅସୁବିଧା ବୁଝିବା ସହ ସରକାରୀ ସେବା ଓ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ। ଏହି ଅବସରରେ ଭବାନୀପୁର ସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରି ଶିଶୁମାନଙ୍କୁ ଦିଆଯାଉଥିବା ଶିକ୍ଷଣ ସାମଗ୍ରୀ, ପୁଷ୍ଟିକର ଖାଦ୍ୟ ଓ କେନ୍ଦ୍ରର ଦୈନନ୍ଦିନ କାର୍ଯ୍ୟକଳାପ ଗୁଡ଼ିକର ସମୀକ୍ଷା କରିଥିଲେ ଏବଂ କୁନି କୁନି ଶିଶୁଙ୍କୁ ଫଳ ଓ ମିଷ୍ଠାନ ବଣ୍ଟନ କରିଥିଲେ। ଏହି ଅବସରରେ ସେ ଅଙ୍ଗନବାଡି କର୍ମୀ ଏବଂ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ସେହିଭଳି ବାଲିଶଙ୍କରା ବ୍ଲକ ଅର୍ନ୍ତଗତ ଘୋଗର ଗ୍ରାମରେ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ର ମହିଳାମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ମହିଳା ମାନଙ୍କୁ ସଶକ୍ତୀକରଣ ତଥା ସ୍ୱାବଲମ୍ବୀ କରିବା ଦିଗରେ ସହାୟତା କରିବା ପାଇଁ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମହିଳାମାନଙ୍କୁ ସିଲେଇ ମେସିନ, ଫଳନ୍ତି ଗଛର ଚାରା ଏବଂ ଏକ ମାସ ବୟସର କୁକୁଡ଼ା ଛୁଆ ବଣ୍ଟନ କରିଥିଲେ। ଏହି ଅବସରରେ ମହିଳାଙ୍କୁ ସଶକ୍ତ କରିବା ଲାଗି ସରକାର ବିଭିନ୍ନ ପ୍ରକାର କଲ୍ୟାଣକାରୀ ଯୋଜନା , କାର୍ଯ୍ୟକ୍ରମ ଆଦି କାର୍ଯ୍ୟକାରୀ କରିଛନ୍ତି ଏବଂ ଏହି ସବୁ ଯୋଜନା ଗୁଡିକରେ ଅର୍ନ୍ତଭୁକ୍ତ ହୋଇ ଯୋଜନା ଗୁଡ଼ିକର ଲାଭ ନେବାକୁ ବକ୍ତବ୍ୟ ରଖିଥିଲେ। ସେହିଭଳି ଜିଲ୍ଲା ରେ ଅଧିକରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରିବା ନେଇ ମଧ୍ୟ ଆହ୍ୱାନ ଦେଇଥିଲେ। ପରେ ପରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ପ୍ରାକୃତିକ ସୌନ୍ଦର୍ଯ୍ୟଭରା କାହ୍ନାକୁଣ୍ଡ ପରିଦର୍ଶନ କରିଥିଲେ। କାହ୍ନାକୁଣ୍ଡକୁ ଏକ ଆନ୍ତର୍ଜାତୀୟ ସ୍ତରର ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ିତୋଳିବା ପାଇଁ ସେ ଉପସ୍ଥିତ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରି ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେ ଆହୁରି କହିଥିଲେ ଯେ, ବାଲିଶଙ୍କରା ବ୍ଲକ ଠାରେ ଥିବା ଏହି କାହ୍ନାକୁଣ୍ଡକୁ ବିଶ୍ୱ ସ୍ତରୀୟ ପର୍ଯ୍ୟଟନ ସ୍ଥଳ ଭାବେ ଗଢିବା ହେଉଛି ଆମର ଲକ୍ଷ୍ୟ। ଏହା ସହ ଏହି ପର୍ଯ୍ୟଟନ ସ୍ଥଳୀ ଭାବେ ଗଠନ ହେବା ଫଳରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମଧ୍ୟ ମିଳିପାରିବ ବୋଲି ଶ୍ରୀମତୀ ପରିଡା କହିଥିଲେ। ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ନିକଟରେ ସରକାରୀ ସେବା ପହଞ୍ଚାଇବା, ମହିଳା ସଶକ୍ତୀକରଣ ଏବଂ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱ ଦରବାରରେ ପହଞ୍ଚାଇବ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ପ୍ରକାଶ କରିଥିଲେ। ଏହି କ୍ଷେତ୍ର ପରିଦର୍ଶନ ସମୟରେ ଓଡ଼ିଶା ବିଧାନସଭା ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ଜନଜାତି ପରାମର୍ଶଦାତା କମିଟିର ସଭ୍ୟ ତଥା ପୂର୍ବତନ ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର, ଆରକ୍ଷୀ ଅଧିକାରୀ ଶ୍ରୀମତୀ ଅମ୍ରିତ ପାଲ କୌର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଅଭିମନ୍ୟୁ ମାଝୀ , ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା- ନିର୍ବାହୀ ଅଧିକାରୀ, ସଦର ଉପ ଜିଲ୍ଲାପାଳ ଶ୍ରୀମତୀ ତେଜସ୍ୱିନୀ ବେହେରା ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।
Sundargarh Town, Sundargarh | Aug 16, 2026
ରାଉରକେଲା; ସାଲିସ ବିହୀନ ନିର୍ଭୀକ ଯୁବ ନେତା ଗିଟୁ ଙ୍କୁ ଅଶ୍ରୁଳ ବିଦାୟ। #smsnewsnetwork #rourkela #latepriyabratabhanja #sector15mrkt #vedvyas
Sundargarh Town, Sundargarh | Aug 16, 2026
SMS News Bureau Lathikata ଲାଠିକଟା ଅଞ୍ଚଳରେ ତ୍ରିରଙ୍ଗା ଯାତ୍ରା ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଲାଠିକଟା ବ୍ଲକରେ ଆଜି ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଶ୍ରୀ ଦୁର୍ଗା ଚରଣ ତନ୍ତୀଙ୍କ ନେତୃତ୍ୱରେ ତ୍ରିରଙ୍ଗା ଯାତ୍ରାର ଆୟୋଜନ ହୋଇଥିଲା । ଏହି ଯାତ୍ରାରେ ଲାଠିକଟା ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ମାନସ ରଞ୍ଜନ ସାହୁଙ୍କ ସମେତ ଦଳର ବହୁ କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । #smsnewsnetwork #lathikata #lMLA #Durgacharantanti #TirangaYatra - Sundargarh Town News