କେନ୍ଦୁଝର ସଦର: ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ କେନ୍ଦୁଝର ବଳଦେବ ଜୀଉ ମନ୍ଦିରରେ ଦୀପଦାନ କାର୍ଯ୍ୟକ୍ରମ
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ତାଙ୍କର ସୁସ୍ଥତା ଓ ଦୀର୍ଘାୟୁ କାମନା କରି କେନ୍ଦୁଝର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଶ୍ରୀଶ୍ରୀ ବଳଦେବ ଜୀଉ ମନ୍ଦିରରେ ଦୀପଦାନ କରାଯାଇଛି।