ବିଭେଦ ଓ ଅସ୍ପୃଶ୍ୟତା ବିରୋଧରେ କଂଗ୍ରେସର ସତ୍ୟାଗ୍ରହ
କୋରାପୁଟ ଆମ୍ବେଦକର ପାର୍କରେ ବିଭେଦ ଓ ଅସ୍ପୃଶ୍ୟତା ବିରୋଧରେ କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ ଅନୁଷ୍ଠିତ। ଏଥିରେ ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ଯୋଗଦେଇ ବିଜେପି ଓ ଆରଏସଏସକୁ ଟାର୍ଗେଟ କରି କହିଛନ୍ତି, “ଦେଶକୁ ଲଜ୍ଜିତ କରୁଛି ବିଜେପି ଓ ଆରଏସଏସ।”
ଏହି ଅବସରରେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ରୁପକ ତୁରୁକ ମଧ୍ୟ ପ୍ରତିକ୍ରିୟା ରଖି ବିଭେଦ ଓ ଅସ୍ପୃଶ୍ୟତା ବିରୋଧରେ ସ୍ୱର ଉଠାଇଛନ୍ତି।
ସମାନତା, ସାମାଜିକ ନ୍ୟାୟ ଓ ସମ୍ବିଧାନର ମୂଲ୍ୟବୋଧକୁ ନେଇ କଂଗ୍ରେସର ଏହି ସତ୍ୟାଗ୍ରହ ଚର୍ଚ୍ଚାରେ।
#Koraput #Congress #Satyagraha #RamachandraKadam #RupakTuruk #AmbedkarPark #SocialJustice