ବିଶ୍ଵ ଭାତୃତ୍ବ ଦିବ୍ୟାତ୍ମା ପରିଷଦ କ୍ଷିତିଜ୍ୟୋତି ଆଶ୍ରମ ସ୍ବର୍ଣ୍ଣକ୍ଷେତ୍ର ମାହାଙ୍ଗା କଟକ ଆନୁକୂଲ୍ୟରେ ପତ୍ରାପାଲି ଶାଖା ଠାରେ ଠାକୁର ଶ୍ରୀଶ୍ରୀ କେଶବ ଚନ୍ଦ୍ର ଙ୍କ ଆବିର୍ଭାବ ମହୋତ୍ସବ ସପ୍ତାହ ବ୍ୟାପୀ ଭାଗବତ ପାଠ ଏବଂ ସତସଙ୍ଗ ମହୋତ୍ସବ ଅନୁଷ୍ଠିତ ହେଉଛି।ଏହି ପରିପ୍ରେକ୍ଷିରେ ସକାଳ ମଙ୍ଗଳ ପୂଜା,ସ୍ନାନ ପୂଜା, ପାଦୁକା ପୂଜା ପରେ ଦିନସାରା ଭାଗବତ ମହାପୁରାଣ ପାଠ, ମଧ୍ୟାହ୍ନ ପୂଜା ଖେଚୁଡ଼ି ଭୋଗ ଓ ସନ୍ଧ୍ୟାରେ ସନ୍ଧ୍ୟା ପୂଜା ଏବଂ ସତସଙ୍ଗ କାର୍ଯ୍ୟକ୍ରମ ଆଗାମୀ ୨୬ ତାରିଖ ଭାଦ୍ରବ ପୁର୍ଣ୍ଣିମା ପର୍ଯ୍ୟନ୍ତ ମହାସମାରୋହରେ ଅନୁଷ୍ଠିତ ହେଉଛି। #kuchindatvlive #kuchinda #sambalpur #OdishaNews #keshabathakura