🚨 ଭଦ୍ରକ ବିକାଶକୁ ନେଇ ବଡ଼ ସମୀକ୍ଷା!
ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଚତୁର୍ଥ 'ଦିଶା' ବୈଠକରେ ବର୍ଷାରେ କ୍ଷତିଗ୍ରସ୍ତ ରାସ୍ତାର ତୁରନ୍ତ ମରାମତି, ଜଳ ନିଷ୍କାସନ, ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗର ଖାଲି ପଦବୀ ପୂରଣ ସହ ବିଭିନ୍ନ ବିକାଶମୂଳକ ଯୋଜନା ଉପରେ ହେଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା।
📍 ଭଦ୍ରକର ବିକାଶ ପାଇଁ କେଉଁ କେଉଁ ନିଷ୍ପତ୍ତି ନିଆଗଲା? ସମ୍ପୂର୍ଣ୍ଣ ଖବର ଦେଖନ୍ତୁ ଏବଂ ଆପଣଙ୍କ ମତାମତ ଜଣାନ୍ତୁ।
#Bhadrak #DISHAMeeting #Development #Odisha #RCNODIA #BreakingNews