Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Nsui
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Sambalpur
Jabalpur
Crimenews
mahimatv
#ଭୁଜାଲି_ଆକ୍ରମଣ_ରେ_ଯୁବକ_ଗୁରୁତର ! #mahimatv #BASTA #balasore
Basta, Balasore
| Oct 8, 2026
#ଭୁଜାଲି_ଆକ୍ରମଣ_ରେ_ଯୁବକ_ଗୁରୁତର
#mahimatv
#basta
#balasore
MORE NEWS
#କଲେଜ_ଇଲେକ୍ସନ_ପାଇଁ_ପାର୍ଥି_ଖୋଜୁଛନ୍ତି_କି_କଲେଜ_କର୍ତୁପକ୍ଷ। #mahimatv #basta #balasore Ajit Kumar Sahoo Journalist Rajkishore Behera Naveen Patnaik Dinabandhu Pradhan Kanak News Manas Ranjan Behera
Basta, Balasore | Oct 8, 2026
ଜଳେଶ୍ୱର ପୋଲିସକୁ ବଡ଼ ସଫଳତା। ବ୍ରାଉନ ସୁଗାର ଚାଲାଣ ବେଳେ ଜଣେ ମହିଳାଙ୍କୁ ଗିରଫ କରିବା ସହ ୨୭୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୋଲିସ।ଗିରଫ ମହିଳା ଜଣକ ହେଲେ ରାଜପୁର ଅଞ୍ଚଳର ଜବଦା ବିବି। ସୂଚନା ଅନୁଯାୟୀ, ଆଜି ସକାଳେ ଜବଦା ବିବି ବ୍ରାଉନ ସୁଗାର ନେଇ ଯାଉଥିବା ନେଇ ଜଳେଶ୍ୱର ପୋଲିସ ଖବର ପାଇଥିଲା। ଖବର ପାଇ ବାଘାବାଳି ନିକଟରେ ଚଢ଼ାଉ କରିଥିଲା ପୋଲିସ। ଚଢ଼ାଉ ବେଳେ ମହିଳାଙ୍କ ନିକଟରୁ ୨୭୨ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିଲା। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୨୭ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।ଏନେଇ ୫୯୮/୨୬ ନମ୍ବରରେ ମାମଲା ରୁଜୁ କରି ଜବଦା ବିବିଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ। ଏହି ବ୍ରାଉନ ସୁଗାର କାରବାର ପଛରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ଅଧିକ ତଦନ୍ତ ଜାରି ରହିଛି। #spbalasore #OdishaPolice #jalasore Ajit Kumar Sahoo Journalist Rajkishore Behera Dinabandhu Pradhan Rajesh Behera Rajesh Pradhan
Basta, Balasore | Oct 8, 2026
#ରାସ୍ତାଘାଟ_ଦୋକାନ_ବନ୍ଦ ଓଡ଼ିଶା ବନ୍ଦ ପ୍ରଭାବ ରେ ଜାତୀୟ ରାଜପଥ ଭେଲୋରା ରୁ ଦେଖନ୍ତୁ ଦୃଶ୍ୟ । #Odisha #Congress #protest #BASTA #balasore #nhai Mahima TV Kanak News Sudhanshu Shekhar Jena
Basta, Balasore | Oct 8, 2026
#ଜାତୀୟ_ରାଜପଥ ଓଡ଼ିଶା ବନ୍ଦ ପ୍ରଭାବ ରେ ଜାତୀୟ ରାଜପଥ ଭେଲୋରା ରୁ ଦେଖନ୍ତୁ ଦୃଶ୍ୟ । #Odisha #Congress #protest #BASTA #balasore #nhai Mahima TV
Basta, Balasore | Oct 8, 2026
ଓଡ଼ିଶା ବନ୍ଦ ଡାକରା ରେ ଦେଖନ୍ତୁ ବସ୍ତା ଦୃଶ୍ୟ । #Congress #Odisha #protest #BASTA #balasore Mahima TV Sudhanshu Shekhar Jena #Congress #RahulGandhi #RahulGandhinews
Basta, Balasore | Oct 8, 2026
#ବସ୍ତା_ପୋଲିସ_ଦ୍ୱାର_ଗୋରୁ_ଗାଡି_ଜବତ । ଗୋରୁ ଭର୍ତ୍ତି ଟ୍ରଲର ଜବତ ୫୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର, ଦୁଇ ଡ୍ରାଇଭର ଅଟକ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୧୬ନଂ ଜାତୀୟ ରାଜପଥ ଭେଲୋରା ନିକଟରୁ ଗୋରୁ ଭର୍ତ୍ତି ଏକ ଟ୍ରଲରକୁ ଜବତ କରିଛି ବସ୍ତା ପୋଲିସ। ଟ୍ରଲରରୁ ୫୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣ ଡ୍ରାଇଭରଙ୍କୁ ପୋଲିସ ଅଟକ ରଖିଛି। Ajit Kumar Sahoo Journalist Mahima TV Dinabandhu Pradhan Rabinarayan Satpathy #mahimatv #Basta #spbalasore #bastapolice
Basta, Balasore | Oct 7, 2026
#ବସ୍ତା_ପୋଲିସ_ଦ୍ୱାର_ଗୋରୁ_ଗାଡି_ଜବତ । ଗୋରୁ ଭର୍ତ୍ତି ଟ୍ରଲର ଜବତ ୫୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର, ଦୁଇ ଡ୍ରାଇଭର ଅଟକ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୧୬ନଂ ଜାତୀୟ ରାଜପଥ ଭେଲୋରା ନିକଟରୁ ଗୋରୁ ଭର୍ତ୍ତି ଏକ ଟ୍ରଲରକୁ ଜବତ କରିଛି ବସ୍ତା ପୋଲିସ। ଟ୍ରଲରରୁ ୫୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣ ଡ୍ରାଇଭରଙ୍କୁ ପୋଲିସ ଅଟକ ରଖିଛି। Ajit Kumar Sahoo Journalist Mahima TV Dinabandhu Pradhan Rabinarayan Satpathy Kanak News #mahimatv #Basta #spbalasore #bastapolice
Basta, Balasore | Oct 7, 2026
#ବସ୍ତା_ପୋଲିସ_ଦ୍ୱାର_ଗୋରୁ_ଗାଡି_ଜବତ । ଗୋରୁ ଭର୍ତ୍ତି ଟ୍ରଲର ଜବତ ୫୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର, ଦୁଇ ଡ୍ରାଇଭର ଅଟକ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୧୬ନଂ ଜାତୀୟ ରାଜପଥ ଭେଲୋରା ନିକଟରୁ ଗୋରୁ ଭର୍ତ୍ତି ଏକ ଟ୍ରଲରକୁ ଜବତ କରିଛି ବସ୍ତା ପୋଲିସ। ଟ୍ରଲରରୁ ୫୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣ ଡ୍ରାଇଭରଙ୍କୁ ପୋଲିସ ଅଟକ ରଖିଛି। Ajit Kumar Sahoo Journalist Mahima TV Dinabandhu Pradhan Rabinarayan Satpathy #mahimatv #Basta #spbalasore #bastapolice
Basta, Balasore | Oct 7, 2026