ସନ୍ତୋଷପୁର ରେ 'ବିକାଶର ଧାରା ଓଡିଶା ସାରା' କାର୍ଯ୍ୟକ୍ରମ
ବସ୍ତା ବ୍ଲକ୍ ଅର୍ନ୍ତଗତ ସନ୍ତୋଷପୁର ପଞ୍ଚାୟତ ରେ ଆଜି ରାଜ୍ୟ ସରକାର ଙ୍କ ୨ ବର୍ଷ ପୁର୍ତ୍ତି ଅବସରରେ 'ବିକାଶ ର ଧାରା ଓଡିଶା ସାରା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଗ୍ରାମ ଦାସ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l
Surajtv Odia Surajtv CMO Odisha Pratap Chandra Sarangi Prabhati Parida #bikasadharaodishadhara #santoshpur #basta #balasore
Basta, Balasore | Jun 24, 2026