ବାରିପଦା ସଦର: ମୟୂରଭଞ୍ଜରେ ନିଶାମୁକ୍ତ ଭାରତ ଅଭିଯାନ: ବାରିପଦା ବିଶ୍ୱବିଦ୍ୟାଳୟରେ ସଚେତନତା
ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି ନିଶା ମୁକ୍ତ ଭାରତ ଅଭିଯାନ। ମୟୂରଭଞ୍ଜ ପୁଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଶା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସୂଚନା ଦିଆଯାଇଛି।