ନିଟ୍ (NEET) ପରୀକ୍ଷାରେ କୃତିତ୍ୱ: ସରକାରୀ ଆୟୁର୍ବେଦିକ କଲେଜରେ ସ୍ଥାନ ପାଇଥିବା ମେଧାବୀ ଛାତ୍ରୀ ସାଇକ୍ରିଷ୍ଣା ନାୟକଙ୍କୁ 'ଦରଡ଼ା ଉତ୍କଳ ଭାରତୀ ଶିକ୍ଷା କେନ୍ଦ୍ର' ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା
ବସ୍ତା ବ୍ଲକ ଅନ୍ତର୍ଗତ ଦାଣ୍ଡି ଗ୍ରାମର ଗର୍ବ ଓ ଗୌରବ ତଥା ମେଧାବୀ ଛାତ୍ରୀ ସାଇକ୍ରିଷ୍ଣା ନାୟକ ଚଳିତ ବର୍ଷ ନିଟ୍ (NEET) ପରୀକ୍ଷାରେ ସଫଳତା ହାସଲ କରି ସରକାରୀ ଆୟୁର୍ବେଦିକ କଲେଜ, ଗଞ୍ଜାମରେ ଅଧ୍ୟୟନ ପାଇଁ ସୁଯୋଗ ପାଇଛନ୍ତି। ତାଙ୍କର ଏହି ଗୌରବଜନକ ସଫଳତା ପାଇଁ 'ଦରଡ଼ା ଉତ୍କଳ ଭାରତୀ ଶିକ୍ଷା କେନ୍ଦ୍ର' ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।
Surajtv #sambardha #NEET #exam #saikrishna #darada #basta #balasore