ପ୍ରଣାମ ଭାରତ ପକ୍ଷରୁ କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ; ରାଜଘାଟ ବାରୁଣୀ ପଡ଼ିଆରେ ସୁବର୍ଣ୍ଣରେଖା ନଦୀରେ ଡଙ୍ଗା ଭସାଇଲେ ହଜାର ହଜାର ଶ୍ରଦ୍ଧାଳୁ Surajtv Collector & DM Balasore Pratap Chandra Sarangi CMO Odisha #pranambharat #rajghat #basta #balasore