ପାରଳାଖେମୁଣ୍ଡି: ନିର୍ମାଣଧିନ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିରକୁ ବିଧାୟକଙ୍କ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପ୍ରଦାନ କଲେ ପାରଳା ବିଧାୟକ।