Public App Logo
Profile Picture

Gajapati News

@gajapatinews
24587Followers
1Following
ପାରଳାଖେମୁଣ୍ଡି: ରାସନ ଚାଉଳ ନ ମିଳିବା ଆଉ ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ କଲେ ଅଞ୍ଚଳ ବାସୀ
ପାରଳାଖେମୁଣ୍ଡି: ସ୍ତନ କର୍କଟ ସଚେତନତା ପାଇଁ ସାଖୀ ୱନ-ଷ୍ଟପ ସେଣ୍ଟରର ପଦକ୍ଷେପ।
ପାରଳାଖେମୁଣ୍ଡି: ପଡ଼ାଲା ଭବାନୀଙ୍କୁ ସଖୀ ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ପରାମର୍ଶ ଓ କାଉନ୍ସେଲିଂ।
ପାରଳାଖେମୁଣ୍ଡି: ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି, ୨୭ ଗୋଟି ଅଭିଯୋଗ ଗ୍ରହଣ
ପାରଳାଖେମୁଣ୍ଡି: ରାସନ କାର୍ଡ କଟିଯିବା ନେଇ ପ୍ରକୃତ ହିତାଧିକାରୀ ଙ୍କ ଅଭିଯୋଗ
ପାରଳାଖେମୁଣ୍ଡି: ୨୩ ବର୍ଷ ପରେ ଏକାଠି ହେଲେ ଜିଏମୟୁପି ସ୍କୁଲର ୨୦୦୩ ବ୍ୟାଚର ସହପାଠୀ।
ପାରଳାଖେମୁଣ୍ଡି: ଉପଲଡ଼ାରେ ‘ହେଲ୍ପ ଏଭର ହର୍ଟ ନେଭର ଫାଉଣ୍ଡେସନ’ର ସପ୍ତମ ପ୍ରତିଷ୍ଠା ଦିବସ ପାଳିତ, ୫୭ ୟୁନିଟ୍ ରକ୍ତ ସଂଗୃହିତ।
ପାରଳାଖେମୁଣ୍ଡି: ସମାଜସେବୀ ଜସ୍ମିନ୍ ସେଖଙ୍କ ପକ୍ଷରୁ ବସ୍ତିବାସିନ୍ଦାଙ୍କୁ ଖାଦ୍ୟ ବଣ୍ଟନ।
ପାରଳାଖେମୁଣ୍ଡି: ଦ୍ବାଦଶତମ ଗୋଷାଣି ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ
ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଥାନା ପକ୍ଷରୁ ‘JUVENTICA’ ସଚେତନତା ରାଲିରେ ସାମିଲ ହେଲେ ୨୦୦ ରୁ ଅଧିକ ଛାତ୍ରଛାତ୍ରୀ।
ପାରଳାଖେମୁଣ୍ଡି: ୪ଶହ ଲିଟର ଦେଶୀ ମଦ ଜବତ ପରେ ସୂଚନା ଦେଲେ ପାରଳାଖେମୁଣ୍ଡି ଅବକାରୀ ନିରୀକ୍ଷକ କେ ତ୍ରିପତି ପଟ୍ଟନାୟକ
ପାରଳାଖେମୁଣ୍ଡି: ମହିଳା ମହାବିଦ୍ୟାଳୟରେ ପ୍ରତିଷ୍ଠାତା ତ୍ରିନାଥ ସାହୁଙ୍କ ୧୭  ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ
ପାରଳାଖେମୁଣ୍ଡି: ଅବକାରୀ ବିଭାଗ କୁ ମିଳିଛି ବଡ ସଫଳତା, ଦାମୀ କାର ସହ ଚାରି ଶହ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
ପାରଳାଖେମୁଣ୍ଡି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୯ ଡାକ୍ତର ନିଯୁକ୍ତି, ଚିକିତ୍ସା କ୍ଷେତ୍ରରେ କିଛିଟା ଆଶ୍ୱସ୍ତି ମିଳିବ ବୋଲି ସାମ୍ୱାଦିକ ସମ୍ମିଳନୀ କରି ସୂଚନା
ପାରଳାଖେମୁଣ୍ଡି: ବନ ବିଭାଗ ପକ୍ଷରୁ ଜିଲ୍ଲାର ଦୁଇଟି ସ୍ଥାନରେ ଚଢାଉ କରି ଛ ଜଣ ବାଘ ଛାଲ ତସ୍କରଙ୍କୁ ଗିରଫ କରି ସଫଳ ହୋଇଛି ।
ପାରଳାଖେମୁଣ୍ଡି: ଲୋକ ଅଦାଲତ ପକ୍ଷରୁ ମାନସିକ ସ୍ୱାସ୍ଥ୍ୟ ଓ ସ୍ଥାୟୀ ସଚେତନ କାର୍ଯ୍ଯକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି: ମାନସିକ ସ୍ୱାସ୍ଥ୍ୟ ଓ ସ୍ଥାୟୀ ଲୋକ ଅଦାଲତକୁ ନେଇ ସଚେତନ ହେଲେ ଛାତ୍ରୀ।
ପାରଳାଖେମୁଣ୍ଡି: ବନ୍ୟ ଜନ୍ତୁ ଙ୍କ ଛାଲ ତସ୍କରି କୁ ନେଇ ପରିବେଷବିତ୍ ମନୋଜ ଦାସ ଙ୍କ ପ୍ରତିକ୍ରୀୟା
ପାରଳାଖେମୁଣ୍ଡି: ଦୁଇଟି ବାଘ ଛାଲ ଜବତ ପରେ ଡି ଏଫ୍ ଓ କେ ନାଗରାଜୁ ଙ୍କ ସାମ୍ୱାଦିକ ସମ୍ମିଳନୀ
ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ମହିଳା ମହାବିଦ୍ୟାଳୟରେ HIV/AIDS, STI ଓ ଟି.ବି. ରୋଗ ସଚେତନତା ଅଭିଯାନ
ପାରଳାଖେମୁଣ୍ଡି: ଇଣ୍ଡିଆ ଗଠବନ୍ଧନ ପକ୍ଷରୁ ପାରଳା ସହର ବନ୍ଦ ପାଳନ
ପାରଳାଖେମୁଣ୍ଡି: ହାଡ଼ୁଭାଙ୍ଗି ଛକ ଠାରେ ନିର୍ମିତ ଦୋକାନ ଗୃହ ହସ୍ତାନ୍ତର କୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ବିବୃତ୍ତି
ପାରଳାଖେମୁଣ୍ଡି: କେ. ସୀତାପୁର ମଣ୍ଡଳର ବିଜେପି ର ମାସିକ ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି: ହାଡ଼ୁଭାଙ୍ଗି ମାର୍କେଟ କମ୍ପ୍ଲେକ୍ସ କେବେ ହେବ ବଣ୍ଟନ? ପାରଳା ବିଧାୟକଙ୍କ ଅଞ୍ଚଳ ପରିଦର୍ଶନ
ପାରଳାଖେମୁଣ୍ଡି: ଭେନ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ବାଇକ ଚାଳକ ମୃତ