#ଦିଲ୍ଲୀର_BRICS_ସମ୍ମିଳନୀରେ_କୋରାପୁଟ_କଫିର_ମହକ 🌿✨
କୋରାପୁଟର ପାହାଡ଼ିଆ ମାଟିରେ ଉତ୍ପାଦିତ ସୁଗନ୍ଧିତ କଫି ଏବେ ରାଜଧାନୀ ଦିଲ୍ଲୀରେ। BRICS ସମ୍ମିଳନୀରେ କୋରାପୁଟ କଫି ପାଇଛି ସ୍ୱତନ୍ତ୍ର ପରିଚୟ, ଯାହା ଜିଲ୍ଲାର କଫି ଚାଷୀଙ୍କ ପାଇଁ ଗର୍ବର ବିଷୟ। ❤️🌱
କୋରାପୁଟର ପାହାଡ଼, ମାଟି ଓ ଚାଷୀଙ୍କ ପରିଶ୍ରମର ସ୍ୱାଦ ଏବେ ପହଞ୍ଚୁଛି ଜାତୀୟ ମଞ୍ଚରେ।
କୋରାପୁଟ କଫି — ଆମ ମାଟିର ଗର୍ବ, ଆମ ଚାଷୀଙ୍କ ପରିଚୟ। ☕❤️
#KoraputCoffee #BRICS #Delhi #Koraput #Odisha #CoffeeFarmers #ମୋକୋରାପୁଟ #କୋରାପୁଟକଫି #ମାଟିରଗର୍ବ