Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ବୌଦ୍ଧ ସଦର: ଭାଲିଆପଡା ଗ୍ରାମ ରାସ୍ତାରୁ ବେଆନ ଖଜୁରୀ ତାଡିକାଟୁ ଥିବା ସମୟରେ ଅବକାରୀ ପୋଲିସ ଚଢ଼ାଉ ଆସାମୀକୁ ଗିରଫ କରି ମାମଲା ରୁଜୁ

ଆଜି ସନ୍ଧ୍ୟା ୭.୩୦ସମୟରେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ହରାଭଙ୍ଗା ଥାନା ଅନ୍ତର୍ଗତ ଭାଲିଆପଡା ଗ୍ରାମ ରାସ୍ତରେ ବେଆନ ଖଜୁରୀ ତାଡି କଟା ଯାଉ ଥିବା ନେଇ, ଆଜି ସକାଳ ପାଖପାଖି ୧୧ଟା ସମୟରେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ଇନପେକଟର ସୁଧୀର କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ ସହିତ ଚଢ଼ାଉ କରାଯାଇଥିଲା l ଏହି ଚଢ଼ାଉ ସମୟରେ ୪୦ଲିଟର ଖଜୁରୀ ତାଡି ଜବତ କରି, ଏଥିରେ ସମ୍ପୃକ୍ତ ଆସାମୀ ନାମରେ ୨୧୩/୨୫-୨୬ରେ ମାମଲା ରୁଜୁ କରି ନୋଟିସ ଦେଇ ଛାଡି ଦିଆ ଯାଇଛି
ବୌଦ୍ଧ ସଦର: ଭାଲିଆପଡା ଗ୍ରାମ ରାସ୍ତାରୁ ବେଆନ ଖଜୁରୀ ତାଡିକାଟୁ ଥିବା ସମୟରେ ଅବକାରୀ ପୋଲିସ ଚଢ଼ାଉ ଆସାମୀକୁ ଗିରଫ କରି ମାମଲା ରୁଜୁ - Baudh Sadar News