ନୁଆଗଡ: ନୂଆଗଡ଼ ବ୍ଲକରେ 433 ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ
Nuagad, Gajapati | Nov 14, 2026
ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକରେ 433 ଜଣ ନୂତନ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଇଛି। ବାର୍ଦ୍ଧକ୍ୟ, ବିଧବା, ସ୍ୱାମୀ ପରିତ୍ୟକ୍ତ ଓ ଭିନ୍ନକ୍ଷମ ବର୍ଗର ହିତାଧିକାରୀଙ୍କୁ ଏହି ସୁବିଧା ମିଳିଛି।