Public App Logo
କୋରାପୁଟ ସଦର ମହକୁମା ମେଘରାଜ କଲୋନୀରେ ବଡ଼ ଧରଣର ଚୋରି। ୨୦ ତୋଳାରୁ ଉର୍ଦ୍ଧ ସୁନାଗହଣା ଏବଂ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି, ଘରମାଲିକ କେ ଶ୍ରୀ ନୁ। ଘଟଣାରେ ଖବର ପାଇ ପୋଲିସ୍ ର ତଦନ୍ତ ପ୍ରକ୍ରିୟା ଜାରି ରହିଛି। - Malkangiri News