ବେଆଇନ ମଦ କାରବାର ଉପରେ ରୋକ ଲଗାଇବା ପାଂଇ ଆକ୍ସନ ମୋଡ୍ ରେ ବାଲେଶ୍ବର ଜିଲ୍ଲା ପ୍ରଶାସନ, ଗତ ଏକ ସପ୍ତାହ ମଧ୍ଯ ରେ ଜଳେଶ୍ବର ଥାନା ର ବିଭିନ୍ନ ଅଞ୍ଚଳରେ ଚଢଉ କରି 40 ଲକ୍ଷ ରୁ ଉର୍ଧ୍ବ ଟଙ୍କା ର ଦେଶୀ ଏବଂ ବିଦେଶୀ ମଦ ଜବଦ କରା ଯାଇଥିବା ବେଳେ ଗତକାଲି ଭୋର ସମୟରେ ବାଲିଆପାଳ ଥାନା ଅନ୍ତର୍ଗତ କେଶୁଡିହା ନିକଟରେ ଗୋଟିଏ ପିକଅପ ଭ୍ଯାନ ଏବଂ ଗୋଟିଏ ବଲେରୋ ଗାଡି ରେ ଦେଶୀ ମଦ ଭର୍ତ୍ତି ନେଇ ବାଲିଆପାଳ ଥାନା ପରିସର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ବସ୍ତା ଏସଡିପିଓ ସମର୍ଥ ବେହେରା