Public App Logo
Jansamasya
News
Bjp
National
Police
Bihar
India
जनसमस्या
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
सोशल_मीडिया
Madhyapradesh
Pmmodi
Rahulgandhi
Ipl
image
image
image
image
image

#BREAKING_NEWS #ଆକ୍ସନ_ମୁଡ୍_ରେ_ବାଲିଆପାଳ_ପୋଲିସ #ବାଲିଆପାଳ_ରେ_ଚଢ଼ାଉ । #ବିପୁଳ_ଦେଶୀ_ମଦ_ଗାଡ଼ି_ସହ_ଦୁଇ_ଜଣ_ଗିରଫ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବସ୍ତା ଏସଡିପିଓ । #mahimatv #dmbalasore #Balasorenews #spbalasore #viralreelsシ #viralreelschallenge #shortsviral #newsfeed #police #raid #balasore #Baliapal

Basta, Balasore | Jun 8, 2026

MORE NEWS

କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଘର ଉପରେ ପଡ଼ିଲା ଗଛ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ, ବାଲିଆପାଳ ବ୍ଲକ ମଧୁପୁରା ଗ୍ରାମ ର ପ୍ରଫୁଲ ଭୂୟାଁ ଙ୍କ ଘର ଉପରେ ପଡ଼ିଲା  ଗଛ, ବାଲିଆପାଳ ଅଗ୍ନିଶମ କର୍ମଚାରୀଙ୍କ ପହଞ୍ଚି ଗଛ ହଟାଇବାକୁ ପ୍ରୟାସ,

ବେଆଇନ ମଦ କାରବାର ଉପରେ ରୋକ ଲଗାଇବା ପାଂଇ ଆକ୍ସନ ମୋଡ୍ ରେ ବାଲେଶ୍ବର ଜିଲ୍ଲା ପ୍ରଶାସନ, ଗତ ଏକ ସପ୍ତାହ ମଧ୍ଯ ରେ ଜଳେଶ୍ବର ଥାନା ର ବିଭିନ୍ନ ଅଞ୍ଚଳରେ ଚଢଉ କରି 40 ଲକ୍ଷ ରୁ ଉର୍ଧ୍ବ ଟଙ୍କା ର ଦେଶୀ ଏବଂ ବିଦେଶୀ ମଦ ଜବଦ କରା ଯାଇଥିବା ବେଳେ ଗତକାଲି ଭୋର ସମୟରେ ବାଲିଆପାଳ ଥାନା ଅନ୍ତର୍ଗତ କେଶୁଡିହା ନିକଟରେ ଗୋଟିଏ ପିକଅପ ଭ୍ଯାନ ଏବଂ ଗୋଟିଏ ବଲେରୋ ଗାଡି ରେ ଦେଶୀ ମଦ ଭର୍ତ୍ତି  ନେଇ ବାଲିଆପାଳ ଥାନା ପରିସର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ବସ୍ତା ଏସଡିପିଓ ସମର୍ଥ ବେହେରା

#ଆକ୍ସନ_ମୁଡ୍_ରେ_ବାଲିଆପାଳ_ପୋଲିସ
#ବାଲିଆପାଳ_ରେ_ଚଢ଼ାଉ 
#ବିପୁଳ_ଦେଶୀ_ମଦ_ଗାଡ଼ି_ସହ_ଦୁଇ_ଜଣ_ଗିରଫ 
#spbalasore #mahimatv #dmbalasore #Balasorenews #sdpobasta

#ଆକ୍ସନ_ମୁଡ୍_ରେ_ବାଲିଆପାଳ_ପୋଲିସ #ବାଲିଆପାଳ_ରେ_ଚଢ଼ାଉ #ବିପୁଳ_ଦେଶୀ_ମଦ_ଗାଡ଼ି_ସହ_ଦୁଇ_ଜଣ_ଗିରଫ #spbalasore #mahimatv #dmbalasore #Balasorenews #sdpobasta

Basta, Balasore | Jun 8, 2026