ନାଉଗାଁ: ନାଉଗାଁରେ ପାଳିତ ହେଲା ସୁରଭି-2026: ଶିଶୁ ମହୋତ୍ସବରେ ଯୋଗଦେଲେ ପୂର୍ବତନ ବିଧାୟକ
ନାଉଗାଁ ବୀଣାପାଣୀ କ୍ଲଷ୍ଟର ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଶିଶୁ ମହୋତ୍ସବ ସୁରଭି-2026 ଅନୁଷ୍ଠିତ। କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କ୍ଲଷ୍ଟରର 10ଟି ସ୍କୁଲର ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି।