*ବଙ୍ଗୋପସାଗରରେ ବାତ୍ୟା 'ଅର୍ଣ୍ଣବ', ଓଡ଼ିଶାର ଦକ୍ଷିଣ ଜିଲ୍ଲାଗୁଡ଼ିକ ଚିନ୍ତାରେ*ପୁରୀ ରେ ସନ୍ଧ୍ୟା ସମୟର ଦୃଶ୍ୟ
#ବାତ୍ଯା_ଅର୍ଣ୍ଣବ_ଅତି_ଭୀଷଣ_ବାତ୍ଯାରେ_ପରିଣତ_ହୋଇଛିଉତ୍ତର_ଆନ୍ଧ୍ର_ଦକ୍ଷିଣ_ଓଡିଶା_ପାଖ_ସମୁଦ୍ରରେ_ସକ୍ରିୟ ରହିବ ଅର୍ଣ୍ଣବ । ଆସନ୍ତା କାଲି ୨୮ ତାରିଖରେ ଆନ୍ଧ୍ର କାକିନାଡା ପାଖାପାଖି ଅଞ୍ଚଳରେ ଲାଣ୍ଡଫଲ କରିବା ସମ୍ଭାବନା ଏ ସମୟରେ ଆନ୍ଧ୍ରରେ ପବନ ବେଗ ୧୫୦ କିମି ରହିବା ସମ୍ଭାବନା। ଆନ୍ଧ୍ରରେ ଲାଣ୍ଡଫଲ କରିବା ପରେ ଦକ୍ଷିଣ ଓଡିଶା, ଛତିଶଗଡ ମୁହାଁ ହେବ
ବାତ୍ଯା ପ୍ରଭାବରେ ଆଜିଠୁ ଉତ୍ତର ଆନ୍ଧ୍ର ଦକ୍ଷିଣ ଓଡିଶାରେ ବର୍ଷା ପବନ ଆରମ୍ଭ ହୋଇପାରେ ସର୍ବାଧିକ ପ୍ରଭାବ ୨୮ ତାରିଖରୁ ୨୪ ଘଣ୍ଟା ପ୍ରଭାବ ଅଧିକ ରହିବ
୨୮ତାରିଖ ପାଇଁ ଓଡିଶାର ଦକ୍ଷିଣ ଜିଲ୍ଲା ମାଲକାନଗିରି, କୋରାପୁଟ,ନବରଙ୍ଗପୁର, କଳାହାଣ୍ତି, ରାୟଗଡା, ଗଜପତି ଜିଲ୍ଲାରେ ପବନ ବେଗ ୮୦ କିମିରୁ ଅଧିକ ସହ ଅତି ପ୍ରବଳ ବର୍ଷା ସମ୍ଭାବନା।🌀 🍃🌧️
ତା ସହିତ ଗଞ୍ଜାମ, ପୁରୀ, ଖୋର୍ଦ୍ଧା,ନୟାଗଡ,କନ୍ଧମାଳ,ନୁଆପଡା,ବଲାଙ୍ଗୀର,ସୋନପୁର, ବୌଦ୍ଧ, ବରଗଡ ଜିଲ୍ଲାରେ ପବନ ବେଗ ୭୦ କିମି ସହ ଅତି ପ୍ରବଳ ବର୍ଷା ସମ୍ଭାବନା।
ଆଉ ଅନ୍ଯ ଜିଲ୍ଲାରେ �