Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh

ଭଦ୍ରକ: ମୁଫ୍ତୀ-ଏ- ଆଜମ୍ ଓଡ଼ିଶାଙ୍କର ୩୨ ତମ ବାର୍ଷିକ ଉର୍ସ ଉତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ। ଭଦ୍ରକ ପୌରାଞ୍ଚଳ ମିର୍ଜାପୂର୍ ଠାରେ ଆସନ୍ତା ଅଗଷ୍ଟ ୧୭ଓ ୧୮ ତାରିଖ ବାର୍ଷିକ ଉର୍ସ ଉତ୍ସବ ପାଳିତ ହେବାକୁ ଯାଉଛି। #ciktykhabarbhadrak

Bhadrak Rural, Bhadrak | Aug 15, 2026

MORE NEWS

ଭଦ୍ରକ: ଧାମନଗର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ବନ୍ୟାପ୍ରଭାବିତ ଅଞ୍ଚଳ ବୋଟ୍ ରେ ବୁଲିଲେ ମୁଖ୍ୟମନ୍ତ୍ରୀ, ବନ୍ୟାଞ୍ଚଳ ପରିଦର୍ଶନ ପରେ ଓରାଳି ଠାରେ ଏକ ଜନ ଶୁଣାଣି ସଭାରେ ଯୋଗ ଦେଇଥିଲେ। 
#ciktykhabarbhadrak

ଭଦ୍ରକ: ଧାମନଗର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ବନ୍ୟାପ୍ରଭାବିତ ଅଞ୍ଚଳ ବୋଟ୍ ରେ ବୁଲିଲେ ମୁଖ୍ୟମନ୍ତ୍ରୀ, ବନ୍ୟାଞ୍ଚଳ ପରିଦର୍ଶନ ପରେ ଓରାଳି ଠାରେ ଏକ ଜନ ଶୁଣାଣି ସଭାରେ ଯୋଗ ଦେଇଥିଲେ। #ciktykhabarbhadrak

Bhadrak Rural, Bhadrak | Aug 18, 2026

🌊 ବାସୁଦେବପୁରରେ ପୁଣି ବନ୍ୟା ଆତଙ୍କ! 🚨

ଚତୁର୍ଥ ଥର ପାଇଁ ବାସୁଦେବପୁର ଅଞ୍ଚଳକୁ ପ୍ରବେଶ କରିଛି ବନ୍ୟା ଜଳ। ବିଲ ବାଡ଼ିରେ ପଶିଛି ପାଣି, ଫଳରେ ଜନଜୀବନ ପୁଣିଥରେ ପ୍ରଭାବିତ ହୋଇଛି। 🌧️🌊

ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଢ଼ିଛି ଚିନ୍ତା। ବନ୍ୟା ପରିସ୍ଥିତି ଉପରେ ରହିଛି ପ୍ରଶାସନର ନଜର।

📍 ବାସୁଦେବପୁର
🔴 ଚତୁର୍ଥ ଥର ବନ୍ୟା ଜଳ ପ୍ରବେଶ
🌊 ବିଲ ବାଡ଼ିରେ ପଶିଲା ପାଣି

#ବାସୁଦେବପୁର #ବନ୍ୟା #ବନ୍ୟାଜଳ #Flood #OdishaFlood #OdishaNews #BreakingNews #ବର୍ଷା #ଜନଜୀବନ

🌊 ବାସୁଦେବପୁରରେ ପୁଣି ବନ୍ୟା ଆତଙ୍କ! 🚨 ଚତୁର୍ଥ ଥର ପାଇଁ ବାସୁଦେବପୁର ଅଞ୍ଚଳକୁ ପ୍ରବେଶ କରିଛି ବନ୍ୟା ଜଳ। ବିଲ ବାଡ଼ିରେ ପଶିଛି ପାଣି, ଫଳରେ ଜନଜୀବନ ପୁଣିଥରେ ପ୍ରଭାବିତ ହୋଇଛି। 🌧️🌊 ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଢ଼ିଛି ଚିନ୍ତା। ବନ୍ୟା ପରିସ୍ଥିତି ଉପରେ ରହିଛି ପ୍ରଶାସନର ନଜର। 📍 ବାସୁଦେବପୁର 🔴 ଚତୁର୍ଥ ଥର ବନ୍ୟା ଜଳ ପ୍ରବେଶ 🌊 ବିଲ ବାଡ଼ିରେ ପଶିଲା ପାଣି #ବାସୁଦେବପୁର #ବନ୍ୟା #ବନ୍ୟାଜଳ #Flood #OdishaFlood #OdishaNews #BreakingNews #ବର୍ଷା #ଜନଜୀବନ

Bhadrak Rural, Bhadrak | Aug 18, 2026

ଭଦ୍ରକ::#ତିହିଡି_ବ୍ଲକ୍‌ରେ_ବନ୍ୟା_ପରିସ୍ଥିତି_ଅନୁଧ୍ୟାନ_କଲେ_ମୁଖ୍ୟମନ୍ତ୍ରୀ  ବନ୍ୟା ପରିସ୍ଥିତିର ସ୍ଥିତି ଅନୁଧ୍ୟାନ କରିବା ସହ ଈଶାନପୁର, ଶ୍ୟାମସୁନ୍ଦରପୁର, ବାଲିଘାଇ, କଣପା ଆଦି ନିକଟସ୍ଥ ଗ୍ରାମର ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ବନ୍ୟା ଯୋଗୁଁ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା, ରିଲିଫ୍ ଓ ଅନ୍ୟାନ୍ୟ ଆବଶ୍ୟକତା ସମ୍ପର୍କରେ ସେ ଲୋକଙ୍କଠାରୁ ଅବଗତ ହୋଇଥିଲେ।
#SSnews #Bhadraknews #flood #Odisha #OdishaNews #BREAKING #CMOdisha #MohanCharanMajhi #viralpost #SureshPujari #BJPOdisha

ଭଦ୍ରକ::#ତିହିଡି_ବ୍ଲକ୍‌ରେ_ବନ୍ୟା_ପରିସ୍ଥିତି_ଅନୁଧ୍ୟାନ_କଲେ_ମୁଖ୍ୟମନ୍ତ୍ରୀ ବନ୍ୟା ପରିସ୍ଥିତିର ସ୍ଥିତି ଅନୁଧ୍ୟାନ କରିବା ସହ ଈଶାନପୁର, ଶ୍ୟାମସୁନ୍ଦରପୁର, ବାଲିଘାଇ, କଣପା ଆଦି ନିକଟସ୍ଥ ଗ୍ରାମର ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ବନ୍ୟା ଯୋଗୁଁ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା, ରିଲିଫ୍ ଓ ଅନ୍ୟାନ୍ୟ ଆବଶ୍ୟକତା ସମ୍ପର୍କରେ ସେ ଲୋକଙ୍କଠାରୁ ଅବଗତ ହୋଇଥିଲେ। #SSnews #Bhadraknews #flood #Odisha #OdishaNews #BREAKING #CMOdisha #MohanCharanMajhi #viralpost #SureshPujari #BJPOdisha

Bhadrak Rural, Bhadrak | Aug 17, 2026

ଭଦ୍ରକ: ଭଦ୍ରକ ତିହିଡି ବ୍ଲକରେ ପୁରା ସରକାର, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୋଟ୍ ଯୋଗେ ତିହିଡି ବ୍ଲକ ବଡକ ପଞ୍ଚାୟତ ଓରାଳି ଓ ଇସରପୁର ବନ୍ୟାଞ୍ଚଳ ଗସ୍ତ କରିଛନ୍ତି । ସାଥିରେ ଅଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, କୋରେଇ ବିଧାୟକ ଆକାଶ ଦାସ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀ। ବୋଟ୍ ଯୋଗେ ବନ୍ୟାଞ୍ଚଳ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
#ciktykhabarbhadrak

ଭଦ୍ରକ: ଭଦ୍ରକ ତିହିଡି ବ୍ଲକରେ ପୁରା ସରକାର, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୋଟ୍ ଯୋଗେ ତିହିଡି ବ୍ଲକ ବଡକ ପଞ୍ଚାୟତ ଓରାଳି ଓ ଇସରପୁର ବନ୍ୟାଞ୍ଚଳ ଗସ୍ତ କରିଛନ୍ତି । ସାଥିରେ ଅଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, କୋରେଇ ବିଧାୟକ ଆକାଶ ଦାସ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀ। ବୋଟ୍ ଯୋଗେ ବନ୍ୟାଞ୍ଚଳ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । #ciktykhabarbhadrak

Bhadrak Rural, Bhadrak | Aug 17, 2026

ଭଦ୍ରକ: ଧାମନଗର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ବନ୍ୟାପ୍ରଭାବିତ ଅଞ୍ଚଳ ବୋଟ୍ ରେ ବୁଲିଲେ ମୁଖ୍ୟମନ୍ତ୍ରୀ, ଏକ ସ୍ବତନ୍ତ୍ର ବୋଟ୍ ଯୋଗେ ବନ୍ୟାଞ୍ଚଳ ଗସ୍ତ କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ବନ୍ୟାଞ୍ଚଳ ପରିଦର୍ଶନ ପରେ ଓରାଳି ଠାରେ ଏକ ଜନ ଶୁଣାଣି ସଭା କରିଥିଲେ। 
#ciktykhabarbhadrak

ଭଦ୍ରକ: ଧାମନଗର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ବନ୍ୟାପ୍ରଭାବିତ ଅଞ୍ଚଳ ବୋଟ୍ ରେ ବୁଲିଲେ ମୁଖ୍ୟମନ୍ତ୍ରୀ, ଏକ ସ୍ବତନ୍ତ୍ର ବୋଟ୍ ଯୋଗେ ବନ୍ୟାଞ୍ଚଳ ଗସ୍ତ କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ବନ୍ୟାଞ୍ଚଳ ପରିଦର୍ଶନ ପରେ ଓରାଳି ଠାରେ ଏକ ଜନ ଶୁଣାଣି ସଭା କରିଥିଲେ। #ciktykhabarbhadrak

Bhadrak Rural, Bhadrak | Aug 17, 2026