ଭୁବନେଶ୍ୱରରେ ବିଧାୟକଙ୍କ ଦକ୍ଷତା ବିକାଶ କର୍ମଶାଳା, ଯୋଗଦେଲେ ବାଲେଶ୍ଵର ସଦର ବିଧାୟକ
Baleshwar, Balasore | Nov 16, 2026
ଭୁବନେଶ୍ୱରରେ ଆୟୋଜିତ ବିଧାୟକ ଓ ବିଧାୟିକା ମାନଙ୍କ ଦକ୍ଷତା ବିକାଶ କର୍ମଶାଳାରେ ଯୋଗଦେଲେ ବାଲେଶ୍ଵର ସଦର ବିଧାୟକ ମାନସ କୁମାର ଦତ୍ତ। ଉପରାଷ୍ଟ୍ରପତି ସି ପି ରାଧାକ୍ରିଷ୍ଣନ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।