"ତୋ ବାପାଙ୍କ ଗାଡ଼ି କି ?
ଆଉ ତାପରେ ଯାହା ହେଲା...!
"ସୂଚନା ଅନୁଯାୟୀ, ୟୁପି ପୋଲିସର ଜଣେ ସବ୍-ଇନ୍ସପେକ୍ଟର ସାହେବ ବିନା ଟିକେଟ୍ରେ ଟ୍ରେନରେ ଚଢ଼ି ଯାତ୍ରା କରୁଥିଲେ। ଯେତେବେଳେ ଟିଟିଇ ସାହେବ ଟିକେଟ୍ ମାଗିଥିଲେ, ସେତେବେଳେ କଥା କଟାକଟିରୁ ଆରମ୍ଭ ହୋଇ ପ୍ରବଳ ଝଗଡ଼ା ଜମିଥିଲା। ପୋଲିସ ବାବୁ ଜଣଙ୍କ ରାଗିଯାଇ ସିଧାସାଧା କହିଥିଲେ ଯେ, 'ତୋ ବାପାଙ୍କ ଗାଡ଼ି କି ?
ମତେ ଚଢ଼ିବାକୁ ଦବୁନି !'"
"ଟିଟିଇ ସାହେବ ମଧ୍ୟ କିଛି କମ୍ ନଥିଲେ। ସେ ମଧ୍ୟ ପାଲଟା ଜବାବ ଦେଇ କହିଥିଲେ, 'ତୋ ବାପାଙ୍କ ଗାଡ଼ି କି ଯେ ତୁ ମାଗଣାରେ ଚଢ଼ିବୁ?' ଉଭୟଙ୍କ ମଧ୍ୟରେ ଏହି ଯୁକ୍ତିତର୍କ ଏତେ ବଢ଼ିଯାଇଥିଲା ଯେ କଥାଟି ଗାଳିଗଲିଜ୍ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା। ବର୍ତ୍ତମାନ ଏହି ଘଟଣାର ଭିଡିଓ ଇଣ୍ଟରନେଟ୍ରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି..
#UPPolice
#TTEvsPolice
#ViralVideo
#TrainFight
#WithoutTicket
#TrendingNews
#OdiaNews
#indianrailways
#viralpost
#viralvideoシ
@followers