ପୁରୀ: ପୁରୀ ବଳଗଣ୍ଡି ଛକରେ ଗଞ୍ଜେଇ ସେବନ କରୁଥିବା ବେଳେ ୩ ଯୁବକ ଗିରଫ
Puri, Puri | Oct 7, 2026
ପୁରୀ ବଳଗଣ୍ଡି ଛକରେ ସର୍ବସାଧାରଣରେ ଗଞ୍ଜେଇ ସେବନ କରୁଥିବା ୩ ଯୁବକଙ୍କୁ କୁମ୍ଭାରପଡ଼ା ପୁଲିସ କାବୁ କରିଛି। ନିଶା ବିରୋଧୀ ସ୍ୱତନ୍ତ୍ର ଡ୍ରାଇଭ ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବର୍ତ୍ତମାନ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି।