ନାକଟିଦେଉଳ ତହସିଲ କାର୍ଯ୍ୟାଳୟରେ ନୂତନ ସବ ରେଜିଷ୍ଟ୍ରି ଅଫିସ ଶୁଭ ଉଦଘାଟନ ।ରାଜସ୍ୱ ବିପର୍ଯୟ ପରିଚାଳନା ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଶନିବାର ଅଭାସି ମାଧ୍ୟ୍ୟମରେ ରାଜ୍ୟରେ 44ଟି ତହସିଲରେ ସବ ରେଜିଷ୍ଟ୍ରି ଅଫିସ ର ଶୁଭ ଉଦଘାଟନକରି ଥିବା ଅବସରରେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ତହସିଲରେ ମଧ୍ୟ ଶନିବାର ସକାଳେ ନୂତନ ସବ ରେଜିଷ୍ଟ୍ରି ଅଫିସ ର ଶୁଭ ଉଦଘାଟନ ହୋଇଛି ମୁଖ୍ୟ ଅତିଥି ଭାବରେ ପଂଚାୟତ ସମିତି ଅଧ୍ୟକ୍ଷା ସ୍ୱରପା ରାଣୀ ସାହୁ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତ, ତହସିଲଦାର ଅମର ଜେ ଡୁଙ୍ଗଡୁଙ୍ଗ ଅତିରିକ୍ତ ତହସିଲଦାର ବିଶ୍ୱ କେଶନ ପୁରୋହିତ