ସାଇଁକୁଳ କଲେଜର ଛାତ୍ରୀମାନେ ନିଜ ପସନ୍ଦର ରାଖିକିଣି ଡାକ ମାଧ୍ୟମରେ ଦେଶର ସୀମାନ୍ତରେ ଥିବା ସେନା କାର୍ଯ୍ୟାଳୟକୁ ପଠାଇଛନ୍ତି ରାଖି । ଦେଶର ସୁରକ୍ଷା ପାଇଁ ସୀମାରେ ଦିନରାତି ଜଗି ରହିଥିବା ବୀର ଯବାନ ଭାଇମାନଙ୍କ ପାଇଁ ଛାତ୍ରୀମାନେ ରାଖି ପଠାଇବା ଏକ ଅତ୍ୟନ୍ତ ପ୍ରଶଂସନୀୟ ଏବଂ ହୃଦୟସ୍ପର୍ଶୀ ପଦକ୍ଷେପ
Ghasipura, Kendujhar | Aug 21, 2026