Public App Logo
କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ପଞ୍ଚାୟତ ବୈଠକରେ କୋରାପୁଟ ବିଧାୟକଙ୍କୁ ବିରୋଧକୁ ବିରୋଧ।ବିଧାୟକଙ୍କ ପକ୍ଷରୁ ଧମକଚମକ ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ସରପଞ୍ଚ ଓ ସମିତି ସଭ୍ୟ। ଘଟଣାକୁ ନେଇ ପଞ୍ଚାୟତ ବୈଠକରେ ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ, ଏହାକୁ ନେଇ ସ୍ଥାନୀୟ ରାଜନୀତି ମଧ୍ୟ ଗରମ ହୋଇଛି।ତେବେ ଅଭିଯୋଗ ସମ୍ପର୍କରେ ବିଧାୟକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। - Jeypore News