ବୌଦ୍ଧରେ 'ଡିଜି ଶକ୍ତି' ମହିଳା ତାଲିମ କାର୍ଯ୍ୟକ୍ରମ!
ବୌଦ୍ଧ ଜିଲ୍ଲାରେ ମହିଳାମାନଙ୍କୁ ଡିଜିଟାଲ ଭାବେ ସଶକ୍ତ ଓ ସାଇବର ସୁରକ୍ଷିତ କରିବା ପାଇଁ ଆରମ୍ଭ ହୋଇଥିବା ‘ଡିଜି ଶକ୍ତି’ ତାଲିମ କାର୍ଯ୍ୟକ୍ରମର ଆଜି ଦ୍ୱିତୀୟ ଦିନ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ସାଇବର ସୁରକ୍ଷା, ଫିସିଂ ଲିଙ୍କ୍ ଓ ଅନଲାଇନ୍ ଠକେଇରୁ ବଞ୍ଚିବାର ଉପାୟ। ଗୁଜବ, ଭୁଲ ଖବର ଚିହ୍ନଟ ଓ ଡିଜିଟାଲ ମିଡିଆର ସଠିକ୍ ବ୍ୟବହାର।ସାଇବର ଥାନା ଅଧିକାରୀ ଭବନାନନ୍ଦ ପ୍ରଧାନ, DPRO ବିଦ୍ୟାପତି ପଣ୍ଡା ଏବଂ Mission Shakti DPC ରଶ୍ମିରଞ୍ଜନ ସେଠୀ l ଜିଲ୍ଲାର ପ୍ରାୟ ୬,୨୦୦ ମହିଳା ଗୋଷ୍ଠୀର ୬୩,୦୦୦ ମହିଳାଙ୍କୁ ଡିଜିଟାଲ ଓ ସାଇବର ସୁରକ୍ଷା ତାଲିମ ଦେବାର ଲକ୍ଷ୍ୟ ରଖାଯାଇଛି। ପ୍ରତ୍ୟେକ ବ୍ୟାଚ୍ରେ ୩୫ ଜଣଙ୍କୁ ୫ ଦିନିଆ ବ୍ୟାବହାରିକ ତାଲିମ ଦିଆଯାଉଛି।
ଡିଜିଟାଲ ଯୁଗରେ ମହିଳାମାନଙ୍କୁ ସଶକ୍ତ ଓ ସତର୍କ କରିବାରେ ଏହା ଏକ ପ୍ରଶଂସନୀୟ ପଦକ୍ଷେପ!
#Boudh #DigiShakti #WomenEmpowerment #CyberSecurity #DigitalOdisha #missionshaktiअभियान