ରାଉରକେଲା ମ୍ୟୁନିସିପାଲଟି: ରାଉରକେଲାରେ "ଧରପକଡ ଅଭିଯାନ "
୧କିଲୋ ୪୨୦ଗ୍ରାମ ଗଞ୍ଜେଇ ଜବତ, jane ଗିରଫ...
ନଭେମ୍ବର ୨୭ ତାରିଖ ରାତି ୯ଟା ୩୯ ମିନିଟର ସୂଚନା ଅନୁସାରେ ଓଡିଶା ପୋଲିସ ମୁଖ୍ୟ କାର୍ଯ୍ୟାଳୟr ସୂଚନା ଅନୁଯାୟୀ ଓଡ଼ିଶା ପୋଲିସ ମୁଖ୍ୟ କାର୍ଯ୍ୟାଳୟର ନିର୍ଦେଶ ରେ ଚାଲୁଥିବା " ଅପରେସନ ଧରପକଡ଼" ଅଧୀନରେ ରାଉରକେଲା ପୋଲିସ ଜିଲ୍ଲା ଅନେକ ବିଶେଷ ଅପରେସନ କରିଥିଲା, ତା ମଧ୍ୟରୁ ସେକ୍ଟର -୩ ଥାନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସେକ୍ଟର -୧ ଘୋଡାବନ୍ଧ ବସ୍ତିର ୫୩ ବର୍ଷୀୟ ପଞ୍ଚାନନ ନାୟକ ଓରଫ ପଞ୍ଚୁ, ପିତା -ସ୍ବର୍ଗତ ସୋମନାଥ ନାୟକଙ୍କୁ ଗିରଫ କରିବା ସହ, ୧ କିଲୋ ୪୨୦ ଗ୍ରାମ ଗଞ୍ଜେଇ ଜବତ କରି ସେକ୍ଟର ୩ ପୋଲିସ ଥାନା କେସ ନମ୍ବର -୨୬୩, ତା ୨୬/୧୧/୨୦୨୫, U/s 20(b)(¡¡)(B) N