Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Bjp
National
Bihar
कांग्रेस
चोरी
बीजेपी
भाजपा
Congress
Modi
Delhi
Viral
Crime
Odisha
Up
अमित_शाह
Bollywood
दिल्ली
Breakingnews
Madhya_pradesh
उत्तरप्रदेश
Rahulgandhi
यूपी
Uttarpradesh
Haryana
Lucknow
Jdu
Uttarakhand
usr10847789
ବିଜେପି ଏବଂ କଂଗ୍ରେସ ଛାଡି ବିଜେଡି କୁ ଆସୁଛନ୍ତି... | Nimapada | Bjd | Dilip Nayak | #bjd #odishanews #nimapada #vairalnews #odishanews #headlines #dinaratitv
Jeypore, Koraput
| Nov 2, 2026
#bjd
#odishanews
#nimapada
#vairalnews
#headlines
#dinaratitv
MORE NEWS
ବେଆଇନ ମଦ କାରବାର ବନ୍ଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ || #breakingnews #odishanews #vairalnews
Jeypore, Koraput | Nov 3, 2026
ଜୟପୁର ଜଗନ୍ନାଥ ମନ୍ଦିର ପବିତ୍ର କାର୍ତ୍ତିକ ମାସର ନବମ ଦିବସ ରେ ଶ୍ରୀ ଜୀଉ ମାନଙ୍କ ପ୍ରଭାତ ଆଳତୀ ଦର୍ଶନ #jeyporeupdatenews #jeyporesocialmedia #koraputupdate #koraput #Rayagada #Malakangiri #Nabarangpur #viralpost2024 #viralfacebookpage #public #durgapuja #facebookchallange #trendingreels #informativepost #Congress #OdishaCongress #indiacongress #highlightseveryonefollowers2025 #highlights #dmkoraput #CMOdisha #spkoraput #facebookfollowersfollowers #jeyporemuncipalty #koraputpolice #viralpost #viralvideoシ
Jeypore, Koraput | Nov 3, 2026
ଜୟପୁର ପୌରପାଳିକାର ନୂତନ ନିର୍ବାହୀ ଅଧିକାରୀ (EO) ଭାବେ ଆଜି ଯୋଗଦେଇଛନ୍ତି ଆଇଏଏସ୍ ଅଧିକାରୀ ଶ୍ରୀମତୀ ଶୁଭ୍ରା ପଣ୍ଡା। ତାଙ୍କ ଯୋଗଦାନ ପରେ ପୌରପାଳିକାର ବିଭିନ୍ନ ପ୍ରଶାସନିକ କାର୍ଯ୍ୟ ଓ ସହରର ବିକାଶମୂଳକ କାର୍ଯ୍ୟ ଉପରେ ରହିବ ନଜର। #jeyporeupdatenews #jeyporesocialmedia #koraputupdate #koraput #Rayagada #Malakangiri #Nabarangpur #viralpost2024 #viralfacebookpage #public #durgapuja #facebookchallange #trendingreels #informativepost #Congress #OdishaCongress #indiacongress #highlightseveryonefollowers2025 #highlights #dmkoraput #CMOdisha #spkoraput #facebookfollowersfollowers #jeyporemuncipalty #koraputpolice #viralpost #viralvideoシ
Jeypore, Koraput | Nov 2, 2026
ଖଣ୍ଡପଡ଼ା ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ || #dinaratitv #Odisha
Jeypore, Koraput | Nov 2, 2026
ମାଲକାନଗିରିରେ ମହାବଳ ବାଘ, କଲର ସିଗ୍ନାଲରୁ ମିଳିଲା ସୂଚନା || #malkangiri #odishanews #dinaratitv #odisha
Jeypore, Koraput | Nov 2, 2026
#ଆନ୍ତର୍ଜାତୀୟ_ଧାନ_ସମ୍ମିଳନୀ #କଳା_ଜିରା_ଚାଉଳର_ଚାହିଦା_ଉପରେ_ଗୁରୁତ୍ୱାରୋପ ଦିଲ୍ଲୀଠାରେ ଅକ୍ଟୋବର ୨୩,୨୪ ଓ ୨୫ ତାରିଖରେ ଅନୁଷ୍ଠିତ ଭାରତ ଆନ୍ତର୍ଜାତୀୟ ଧାନ ସମ୍ମିଳନୀରେ କୋରାପୁଟ ଜିଲ୍ଲା ଜୟପୁରର ବିଶିଷ୍ଟ ବ୍ୟବସାୟୀ ଆକାଶ ମାଦୀ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ସେ କଳା ଜିରା ଚାଉଳର ଉତ୍ପାଦନ ଓ ଅନ୍ତର୍ଜାତୀୟ ବଜାରରେ ଏହାର ଚାହିଦା ସମ୍ପର୍କରେ ନିଜର ମତ ରଖିଥିଲେ। ଆକାଶଙ୍କ କହିବା ଅନୁଯାୟୀ, ଅନ୍ତର୍ଜାତୀୟ ବଜାରରେ କଳା ଜିରା ଚାଉଳର ବେଶ୍ ଚାହିଦା ରହିଛି। ସାଧାରଣ ଚାଉଳ ତୁଳନାରେ ଏହାର ବଜାର ମୂଲ୍ୟ ପ୍ରାୟ ତିନିଗୁଣ ଅଧିକ। ଏଥିରେ ବିଭିନ୍ନ ପ୍ରକାରର ଭିଟାମିନ୍ ଓ ପୋଷକତତ୍ତ୍ୱ ରହିଥିବାରୁ ଏହାର ବାଣିଜ୍ୟିକ ଗୁରୁତ୍ୱ ମଧ୍ୟ ଅଧିକ। ବିଶେଷକରି କୋରାପୁଟ ଜିଲ୍ଲାରେ ଏହି ସ୍ୱତନ୍ତ୍ର କିସମର ଧାନ ଚାଷ କରାଯାଉଥିବା ବେଳେ ଏହାକୁ ଭାରତ ସରକାରଙ୍କ ମାନ୍ୟତା ମଧ୍ୟ ମିଳିଛି। ତେବେ ଏହି ଚାଉଳର ଅଧିକ ଚାହିଦା ଓ ଉଚ୍ଚ ବଜାର ମୂଲ୍ୟ ସତ୍ତ୍ୱେ ଦେଶର ଅଧିକ ସଂଖ୍ୟକ ଚାଷୀ ଏହାର ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି। ତେଣୁ କଳା ଜିରା ଧାନ ଚାଷର ପ୍ରସାର, ଉତ୍ପାଦନ ବୃଦ୍ଧି ଏବଂ ଚାଷୀଙ୍କୁ ଏହାର ଲାଭ ସମ୍ପର୍କରେ ସଚେତନ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏହି ଚାଷକୁ ଆପଣାଇଲେ ଚାଷୀମାନେ ଅଧିକ ଆର୍ଥିକ ଲାଭ ପାଇପାରିବେ ବୋଲି ସେ ମତ ଦେଇଥିଲେ। ଆଗାମୀ ଦିନରେ କୋରାପୁଟ ଜିଲ୍ଲାରେ କଳା ଜିରା ଧାନର ଉତ୍ପାଦନ ବୃଦ୍ଧି ଓ ଏହାର ପ୍ରଚାର ପ୍ରସାର ପାଇଁ ନିଜର ପ୍ରୟାସ ଜାରି ରଖିବେ ବୋଲି ଆକାଶ ଜୟପୁରର ଏକ ସ୍ଥାନୀୟ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
Jeypore, Koraput | Nov 2, 2026
ହେଇଟି ପାଲ ପଡ଼ିଲା BJD | Nimapada | #vairalnews #odishanews #headlines #dinaratitv #odisha #breakingnews #headlines
Jeypore, Koraput | Nov 2, 2026
ଜୟପୁର ବ୍ଲକ୍ ସଭାଗୃହରେ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘର କୋରାପୁଟ, ନବରଙ୍ଗପୁର ଓ କୋଲାବ ଶାଖାର ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ କୋରାପୁଟର ୧୪ଟି ବ୍ଲକ୍ ଓ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକ୍ର କର୍ମକର୍ତ୍ତା ଯୋଗଦେଇଥିଲେ। ସଂଘର ସାତ ଦଫା ଦାବି ସରକାରଙ୍କ ନିକଟରେ ବାରମ୍ବାର ଉପସ୍ଥାପନ ସତ୍ତ୍ୱେ ପୂରଣ ହୋଇନଥିବାରୁ ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ। ଦାବି ପୂରଣ ନେଇ ସଂଘ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଫଳ ନହେବାରୁ ଆଗାମୀ ଦିନରେ ପୁଣି ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ବୈଠକରେ ଆଲୋଚନା ହୋଇଥିଲା।
Jeypore, Koraput | Nov 2, 2026