ସୋର ଶ୍ରୀ ସିଦ୍ଧି ବିନାୟକ କଲେଜ ଅଫ୍ ନର୍ସିଂ ପକ୍ଷରୁ ବିଶ୍ୱ ଡାଇବେଟିସ ଦିବସ ପାଳିତ
Sora, Balasore | Nov 14, 2026
ନଭେମ୍ବର ୧୪ ବିଶ୍ୱ ଡାଇବେଟିସ ଦିବସ ଅବସରରେ ସୋର ସ୍ଥିତ ଶ୍ରୀ ସିଦ୍ଧି ବିନାୟକ କଲେଜ ଅଫ୍ ନର୍ସିଂ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସନ୍ତୁଳିତ ଜୀବନଶୈଳୀ ମାଧ୍ୟମରେ କିପରି ମଧୁମେହ ରୋଗକୁ ନିୟନ୍ତ୍ରଣ କରାଯାଇପାରିବ ସେନେଇ ସୂଚନା ଦିଆଯାଇଛି।