ଆନନ୍ଦପୁର ପୌରପରିଷଦ ଘସିପୁରା ଡ଼ଙ୍ଗାଘାଟ ନିକଟରେ ଏକ ନବ ଜନ୍ମିତ ଶିଶୁ ପୁତ୍ର ର ମୃତଦେହ ବୈତରଣୀ ନଦୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ଘସିପୁରା ଅଗ୍ନିଶମ ବାହିନୀକୁ ଜଣାଇବା ପରେ ଆସି ଉଦ୍ଧାର କରିଛି ଅଗ୍ନିଶମ ବିଭାଗ ଆନନ୍ଦପୁର ମେଡିକାଲରେ ଭର୍ତ୍ତି