ମହାକାଳପଡା: ନରେନ୍ଦ୍ର ପୁର ବଟମହାପୁରୁଷ ଙ୍କ ଯଜ୍ଞରେ ମନ୍ତ୍ରୀ ଙ୍କ ଯୋଗଦାନ
ମହାକାଳପଡା ନିର୍ବାଚନ ମଣ୍ଡଳୀର କୁହୁଡି ପଞ୍ଚାୟତର ନରେନ୍ଦ୍ର ପୁର ବଟମହାପୁରୁଷ ଙ୍କ ଯଜ୍ଞରେ ଆଜି ରାତି ୮ଟା ସମୟରେ ଯୋଗଦେଇଛନ୍ତି ବିଧାୟକ ତଥା ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ।ଠାକୁରଙ୍କ ଆର୍ଶୀବାଦ ନେବା ସହ ଗ୍ରାମର ମୂରବୀ ଓ ଯୁବକମାନଙ୍କ ସହ ବିଭିନ୍ନ ସମ୍ପର୍କରେ ଆଲୋଚନା କରିଥିବା ସୂଚନା। ଗ୍ରାମର ଉନ୍ନତିକରଣ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିବା ସୂଚନା।