ସିମୁଳିଆ: ବାଲେଶ୍ୱର ନୀଳଗିରୀ ଶିଶୁ ହତ୍ୟା ଘଟଣା: ଗାଁରେ ପହଞ୍ଚିଲା କଂଗ୍ରେସର ତଥ୍ୟ ଅନୁସନ୍ଧାନ ଦଳ
ବାଲେଶ୍ୱର ନୀଳଗିରୀ ତେନ୍ତୁଳିଆ ଗାଁରେ ଶିଶୁ ହତ୍ୟା ଘଟଣାର ତଦନ୍ତ ପାଇଁ କଂଗ୍ରେସର ଟିମ୍ ପହଞ୍ଚିଛି। ପରିବାର ଓ ପ୍ରଶାସନ ସହ ଆଲୋଚନା ପରେ ପିସିସି ସଭାପତିଙ୍କୁ ରିପୋର୍ଟ ଦିଆଯିବ ବୋଲି ସୁଦର୍ଶନ ଦାସ କହିଛନ୍ତି।