Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
भाजपा
विधायक
Congress
Modi
Delhi
Viral
Crime
Jharkhand
Up
Breakingnews
Narendramodi
Madhya_pradesh
Pmmodi
पटना
Rahulgandhi
Haryana
शादी
Crimenews
Bhind
Breaking
Election
Politics

ସିମୁଳିଆ: ବାଲିଆ ସରସ୍ବତୀ ବିଦ୍ୟାମନ୍ଦିର 23ତମ ବାର୍ଷିକ ଉତ୍ସବ ରେ ଯୋଗଦେଲେ ବିଧାୟକ

Similia, Balasore | Dec 21, 2025
ରେମୁଣା ବ୍ଲକ ବାଲିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ୨୩ ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ lଏହି ଅବସରରେ ବିଦ୍ୟାମନ୍ଦିରର ବାର୍ଷିକ ସ୍ମରଣିକା "ସମର୍ପଣ" ର ଉନ୍ମୋଚନ କରିବାର ସହିତ ପିଲା ମାନଙ୍କ ଉଦେଶ୍ୟ ରେ ନିଜର ବକ୍ତବ୍ୟ ରଖିଥିଲେ l ଏଥିରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ଆଜି ରବିବାର ସଂନ୍ଧ୍ୟା 6 ଘଟିକା ପର୍ଯ୍ୟନ୍ତ ଚାଲୁ ରହିଥିଲା