ମହାତ୍ମା ଗାନ୍ଧୀ ଲୁଗା ବ୍ୟବସାୟୀ ସଂଘ ପକ୍ଷରୁ ପାଳିତ ହେଲା ଲାଲ ବାହାଦୁର ଶାସ୍ତ୍ରୀ ଓ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ। ସଭାପତି ବାବୁଲ ନାଥ ନେପାକ ଙ୍କ ନେତୃତ୍ୱରେ ବହୁ ସଦସ୍ୟ ଯୋଗଦେଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ କଲେ ମାଲ୍ୟାର୍ପଣ। #gtvnewsodisha #berhampur #ganjam #odisha #silkcity