ଚିକିଟି: ଗଞ୍ଜାମରେ ଶିଶୁ ସୁରକ୍ଷା ପାଇଁ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ: ଶିଶୁ ଅନୁକୂଳ ପଞ୍ଚାୟତ ଉପରେ ଗୁରୁତ୍ୱ
Chikiti, Ganjam | Sep 29, 2026
ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ଅଧୀନରେ ଛତ୍ରପୁରଠାରେ ଶିଶୁ ସୁରକ୍ଷା ଓ ବିକାଶ ନେଇ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଛି। ଶିଶୁମାନଙ୍କ ସର୍ବାଙ୍ଗୀନ ମଙ୍ଗଳ ପାଇଁ ପଞ୍ଚାୟତ ସ୍ତରରେ ବାଲସଭା ଆୟୋଜନ ଓ ପାଞ୍ଚ ପ୍ରତିଶତ ଅର୍ଥ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।